ETV Bharat / city

ରାଉରକେଲା କଣ୍ଟେନମେଣ୍ଟ ଜୋନରେ ଲୋକଙ୍କ ଧାରଣା - କଣ୍ଟେନମେଣ୍ଟ ଜୋନରେ ଲୋକଙ୍କ ଧାରଣା

ରାଉରକେଲାରେ କଣ୍ଟେନମେଣ୍ଟ ଜୋନ ହଟାଇବା ପାଇଁ ଲୋକଙ୍କ ଧାରଣା । କୋରୋନା ସଂକ୍ରମଣ ରୋକିବା ପାଇଁ ଗୋଳଘର ଅଞ୍ଚଳର ଲୋକଙ୍କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ଅଧିକ ପଢନ୍ତୁ...

ରାଉରକେଲା କଣ୍ଟେନମେଣ୍ଟ ଜୋନରେ ଲୋକଙ୍କ ଧାରଣା
ରାଉରକେଲା କଣ୍ଟେନମେଣ୍ଟ ଜୋନରେ ଲୋକଙ୍କ ଧାରଣା
author img

By

Published : Jul 25, 2020, 4:01 AM IST

ରାଉରକେଲା: କଣ୍ଟେନମେଣ୍ଟ ଜୋନରେ ଲୋକଙ୍କ ଧାରଣା । କୋରୋନା ସଂକ୍ରମଣ ରୋକିବା ପାଇଁ ଗୋଳଘର ଅଞ୍ଚଳର ଲୋକଙ୍କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ଖାଇବାକୁ ନ ପାଇ ଧାରଣାରେ ବସିଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି ।

ରାଉରକେଲା କଣ୍ଟେନମେଣ୍ଟ ଜୋନରେ ଲୋକଙ୍କ ଧାରଣା

ରାଉରକେଲାର ଗୋଳଘର ଅଞ୍ଚଳରେ ଲୋକେ କଣ୍ଟେନମେଣ୍ଟ ଜୋନ ଯୋଗୁଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବା ସହ ଖାଇବାକୁ ନ ପାଇନଥିବା ଅଭିଯୋଗ କରିଥିଲେ । ଏଠାରେ ଗରିବ ତଥା ଦିନ ମଜୁରିଆ ଲୋକେ ବାସକରନ୍ତି ବାଧ୍ୟ୍ୟ ହୋଇ ଆଜି ସେହି ଅଞ୍ଚଳର ଲୋକ ଖାଇବାକୁ ନ ପାଇ ଧାରଣାରେ ବସିଛନ୍ତି। RMC ତଥା ରାଉରକେଲା ଇସ୍ପାତ କାରଖାନା ପ୍ରଶାସନ ବିରୋଧରେ ସ୍ଲୋଗାନ ଦେଇଥିଲେ । ଏହା ପରେ ଘଟଣା ସ୍ଥଳରେ ପହଞ୍ଚି RMC କମିସନର ଦିବ୍ୟଜ୍ୟୋତି ପରିଡା କଣ୍ଟେନମେଣ୍ଟ ଜୋନ ଘୋଷଣାକୁ ହଟାଇବା ପାଇଁ ଘୋଷଣା କରିବା ପରେ ପରିସ୍ଥିତି ସମାନ୍ୟ ହୋଇଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.