ETV Bharat / city

ଦୁର୍ନୀତିକୁ ଘଣ୍ଟ ଘୋଡାଉଛି ଦୁର୍ନୀତି ନିବାରଣ ବିଭାଗ, ଧାରଣାରେ କଂଗ୍ରେସ - ROURKELA VIGILANCE OFFICE

ପୂର୍ବତନ କଂଗ୍ରେସ ବିଧାୟକ ଜର୍ଜ ତିର୍କିଙ୍କ ନେତୃତ୍ତ୍ବରେ ଦୁର୍ନୀତି ନିବାରଣ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ସମ୍ପୂର୍ଣ୍ଣ ପଢନ୍ତୁ...

aa
ଦୁର୍ନୀତିକୁ ଘଣ୍ଟ ଘୋଡାଉଛି ଦୁର୍ନୀତି ନିବାରଣ ବିଭାଗ, ଧାରଣାରେ କଂଗ୍ରେସ
author img

By

Published : Feb 10, 2020, 8:28 PM IST

ରାଉରକେଲା: ରାଉରକେଲାରେ ଦୁର୍ନୀତିକୁ ଘଣ୍ଟ ଘୋଡାଉଛି ଦୁର୍ନୀତି ନିବାରଣ ବିଭାଗ। ବାରମ୍ବାର ଅଭିଯୋଗ ସତ୍ତ୍ବେ ବି କାର୍ଯ୍ୟାନୁଷ୍ଠାନ ଶୂନ । ଏନେଇ ପୂର୍ବତନ କଂଗ୍ରେସ ବିଧାୟକ ଜର୍ଜ ତିର୍କିଙ୍କ ନେତୃତ୍ତ୍ବରେ ଦୁର୍ନୀତି ନିବାରଣ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।

ଦୁର୍ନୀତିକୁ ଘଣ୍ଟ ଘୋଡାଉଛି ଦୁର୍ନୀତି ନିବାରଣ ବିଭାଗ, ଧାରଣାରେ କଂଗ୍ରେସ

ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ କହିବାନୁଯାୟୀ ଛେଣ୍ଡ୍‌ ସେଣ୍ଟ୍ରାଲ ପାର୍କ ଦୁର୍ନୀତି, ବିଜୁ ଯୁବ ବାହିନୀ ନାରେ ଅର୍ଥ ହରିଲୁଟ, ବ୍ରାହ୍ମଣୀନଦୀ ଉତ୍ସବ ନାରେ ଲୁଟ, ସ୍ମାର୍ଟସିଟି ମିଶନ ନା ରେ ଲୁଟ ତଥା ସାଧରଣ ବଣ୍ଟନ ବ୍ୟବସ୍ଥାରେ ଚାଉଳ ଲୁଟ, RGH ଗଛ କଟା ମାମଲାରେ ଦୁର୍ନୀତି ନିବାରଣ ବିଭାଗରେ ବାରମ୍ବାର ଏତଲା ଦେବା ପରେ ମଧ୍ୟ ବିଭାଗ ଚୁପ ବସିଛି ।

ଯଦି ତୁରନ୍ତ ଦୁର୍ନୀତି ନିବାରଣ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଏ ତେବେ ଆନ୍ଦୋଳନକୁ ଆହୁରୀ ତୀବ୍ରତର କରାଯିବ ବୋଲି କୁହାଯାଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ରାଉରକେଲା ରେ ଦୁର୍ନୀତି କୁ ଘଣ୍ଟ ଘୋଡାଉଛି ଦୁର୍ନୀତି ନିବାରଣ ବିଭାଗ। ଆଗକୁ ରାଜ୍ୟ ସରକାର ଗୁର୍ନୀତି ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିଲେ କଂଗ୍ରେସ ଆନ୍ଦୋଳନ କରିବ। ଆଜି ପୁର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ନେତୃତ୍ୱ ରେ ଦୁର୍ନୀତି ନିବାରଣ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଥିଲେ।

Body:ଛେଣ୍ଡ ସେଣ୍ଟ୍ରାଲ ପାର୍କ ଦୁର୍ନୀତି,ବିଜୁ ଯୁବ ବାହିନୀ ନା ରେ ଅର୍ଥ ହରିଲୁଟ,ବ୍ରାହ୍ମଣୀ ଉତ୍ସବ ନାଁ ରେ ଲୂଟ,ସ୍ମାର୍ଟ ସିଟି ମିଶନ ନ ରେ ଲୂଟ ତଥା ସାଧରଣ ବଣ୍ଟନ ବ୍ୟବସ୍ଥା ରେ ଲୂଟ ,RGH ଗଛ କଟା ମାମଲା ରେ ଦୁର୍ନୀତି ନିବାରଣ ବିଭାଗ ରେ ଏତଲବଦେବ ପରେ ମଧ୍ୟ ବିଭାଗ ଚୁପ ରହିଛି।ଦୁର୍ନୀତି ର ତଦନ୍ତ ରେ ଭିଜିଲାନ୍ସ ର ନିଷ୍କ୍ରିୟତା ବିରୋଧ ରେ ଧାରଣ ଦିଅ ଯାଇ ଥିଲା ତଥା କାର୍ଯ୍ୟାନୁଷ୍ଠାନ ଦାବି କର ଯାଇ ଥିଲା।

Conclusion:ବାଇଟ-ଜର୍ଜ ତିର୍କୀ, ପୁର୍ବତନ ବିଧାୟକ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.