ETV Bharat / city

ଜର୍ଜ ତିର୍କୀଙ୍କ ନେତୃତ୍ବରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ - congress protest in behafe of jurge tirkey

ରାଉରକେଲା କଂଗ୍ରେସ ପକ୍ଷରୁ ଏନେଇ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବ୍ରହ୍ମଣୀ ଉତ୍ସବରେ ମଧ୍ୟ ଖର୍ଚ୍ଚ ହୋଇଥିବା ଅର୍ଥର ଭିଜିଲାନ୍ସ ଦାବି କରାଯାଇଛି ।

କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
author img

By

Published : Oct 22, 2019, 1:46 PM IST

ରାଉରକେଲା: ବିଜୁ ଯୁବ ବାହିନୀରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ । ରାଉରକେଲା କଂଗ୍ରେସ ପକ୍ଷରୁ ଏନେଇ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ କାମ ହୋଇଥିବା ସେଣ୍ଟ୍ରାଲ ପାର୍କରେ ଲକ୍ଷଲକ୍ଷ ଟଙ୍କା ଦୁର୍ନୀତି, ରାଉରକେଲା ସ୍ମାର୍ଟସିଟିର ବିଭିନ୍ନ ପ୍ରକଳ୍ପରେ ଦୁର୍ନୀତି ହୋଇଥିବା ଅଭିଯୋଗ କରଯାଇଛି ।

ରାଉରକେଲା କଂଗ୍ରେସ ପକ୍ଷରୁବିକ୍ଷୋଭ ପ୍ରଦର୍ଶନ

ମଙ୍ଗଳବାର ରାଉରକେଲା କଂଗ୍ରେସ ପକ୍ଷରୁ ବିରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ନେତୃତ୍ବରେ ଭିଜିଲାନ୍ସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଭିଜଲାନ୍ସ DSPଙ୍କୁ ଏନେଇ ଅଭିଯୋଗ କରାଯାଇ ମାମଲା ଦିଆଯାଇଛି ।ଏହାସହ ବ୍ରହ୍ମଣୀ ଉତ୍ସବରେ ମଧ୍ୟ ଖର୍ଚ୍ଚ ହୋଇଥିବା ଅର୍ଥର ଭିଜିଲାନ୍ସ ଦାବି କରାଯାଇଛି ।

ଜିଲ୍ଲା କଂଗ୍ରେସ ତରଫରୁ ବାରମ୍ବାର ବିକ୍ଷୋଭ ପ୍ରଦର୍ଶନ କରାଯାଇ ଏହାର ତଦନ୍ତ ଦାବି କରଯାଇଛି।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ବିଜୁ ଯୁବ ବାହିନୀ ରେ ବ୍ୟାପକ ଦୁର୍ନୀତି , ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ ଙ୍କ ଅଧୀନରେ କାମ ହୋଇଥିବା ସେଣ୍ଟ୍ରାଲ ପାର୍କ ରେ ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି , ରାଉରକେଲା ସ୍ମାର୍ଟ ସିଟି ର ବିଭିନ୍ନ ପ୍ରକଳ୍ପରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ମଙ୍ଗଳବାର ଦିନ ରାଉରକେଲା କଂଗ୍ରେସ ପକ୍ଷରୁ ବିରମିତ୍ରପୁର ର ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଙ୍କ ନେତୃତ୍ୟ ରେ ଭିଜିଲାନ୍ସ କାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ ସହ ଭିଜଲାନ୍ସ DSP ଙ୍କୁ ଏକ FIR ଦିଆଯାଇଛି ।

Body:ଏଠି ସହ ବ୍ରହ୍ମଣୀ ଉତ୍ସବ ରେ ମଧ୍ୟ ଖର୍ଚ୍ଚ ହୋଇଥିବା ଅର୍ଥର ଭିଜିଲାନ୍ସ ଦାବି କରାଯାଇଛି ।

.Conclusion:ଜିଲ୍ଲା କଂଗ୍ରେସ ତରଫ ରୁ ବାରମ୍ବାର ବିକ୍ଷୋଭ ପ୍ରଦର୍ଶନ କଟା ଯାଇ ଏହାର ତଦନ୍ତ ଦାବି କର ଯାଇଛି।
Byte . George Tirkey . Congress leader
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.