ETV Bharat / city

ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଠାରୁ ଲାଞ୍ଚ ନେଇ ବରିଷ୍ଠ କିରାଣୀ ଗିରଫ

author img

By

Published : Oct 22, 2019, 2:37 PM IST

ଇଏସଆଇ ହସ୍ପିଟାଲର ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଠାରୁ ସେହି ଅଫିସର ଜଣେ ବରିଷ୍ଠ କିରାଣୀ ଲାଞ୍ଚ ନେଇ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ଲାଞ୍ଚ ନେଇ ଧରାପଡ଼ିଲେ ବରିଷ୍ଠ କିରାଣୀ । ଇଏସଆଇ ହସ୍ପିଟାଲର ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଠାରୁ ସେହି ଅଫିସର ଜଣେ ବରିଷ୍ଠ କିରାଣୀ ଲାଞ୍ଚ ନେଇ ଗିରଫ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଜିପିଏଫ ଅର୍ଥ 2 ଲକ୍ଷ ଟଙ୍କା ପାସ କରାଇଦେବ କହି 1000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରପଡିଛନ୍ତି ଏହି ଅଧିକାରୀ ।

କାଂଶବହଲ ESI ହସ୍ପିଟାଲର ଆମ୍ବୁଲାନ୍ସ ଡ୍ରାଇଭର ବୈରାଗୀ ବେହେରା 2 ଲକ୍ଷଟଙ୍କା ଜିପିଏଫ ଅର୍ଥ ଲାଗି କରିଥିଲେ ଆବେଦନ । ଏହି ଅର୍ଥ ପାସ କରାଇ ଦେବା ଲାଗି ଉକ୍ତ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ବିଷ୍ଣୁ ଚରଣ ମଲ୍ଲିକ 1000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଧରିଥିଲେ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ESI ହସ୍ପିଟାଲ ର ଆମ୍ବୁଲାନ୍ସ ଡ୍ରାଇଭର ଠାରୁ ଉକ୍ତ ଅଫିସ ର ଜଣେ ବରିଷ୍ଠ କିରାଣୀ ଜି ପି ଏଫ ଅର୍ଥ 2 ଲକ୍ଷ ଟଙ୍କା ପାସ କରାଇଦେବ କହି 1000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରପଡି ଗିରଫ ହୋଇଛନ୍ତି ।

Body:କାଂଶବହଲ ESI ହସ୍ପିଟାଲର ଆମ୍ବୁଲାନ୍ସ ଡ୍ରାଇଭର ବୈରାଗୀ ବେହେରା 2 ଲକ୍ଷ୍ ଟଙ୍କା ଜି ପି ଏଫ ଅର୍ଥ ଲାଗି ଆବେଦନ କରିଥିଲେ ।

Conclusion:ଏହି ଅର୍ଥ କରାଇ ଦେବା ଲାଗି ଉକ୍ତ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ବିଷ୍ଣୁ ଚରଣ ମଲ୍ଲିକ 1000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଧରିଥିଲେ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.