ETV Bharat / city

ସେଫ୍ଟି ଟାଙ୍କିରୁ ନାବାଳକ ମୃତଦେହ ଉଦ୍ଧାର - ପାନପୋଷ ବସ୍ତିରୁ ନାବାଳକ ମୃତଦେହ ଉଦ୍ଧାର

ରବିବାର ପାନପୋଷ ବସ୍ତିର ଅନିଷ ସାହୁ   ନାମକ ନାବାଳକର  ମୃତଦେହ ତାଙ୍କ ଘର ପାଖ  ସେଫ୍ଟଟଟାଙ୍କିରୁ ଉଦ୍ଧାର ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Nov 10, 2019, 4:48 PM IST

ରାଉରକେଲା: ସେଫ୍ଟି ଟାଙ୍କିରୁ ମିଳିଲା ନିଖୋଜ ନାବାଳକର ମୃତଦେହ । ରବିବାର ପାନପୋଷ ବସ୍ତିର ଅନିଷ ସାହୁ ନାମକ ନାବାଳକର ମୃତଦେହ ଘର ପାଖ ସେଫ୍ଟଟଟାଙ୍କିରୁ ଉଦ୍ଧାର ହୋଇଛି ।

ସୂଚନା ଅନୁଯାୟୀ, ରବିବାର ସକାଳୁ ଅନିଷ ନିଖୋଜ ଥିଲା । ବହୁ ଖୋଜା ଖୋଜି ପରେ ସେ ଘରକୁ ଫେରି ନଥିଲା । ପରେ ଅନିଷକୁ ତାଙ୍କ ଘର ନିକଟରେ ନିର୍ମାଣ ହେଉଥିବା ଏକ ସେଫ୍ଟି ଟାଙ୍କିରୁ ଉଦ୍ଧାର କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଏହାପରେ ତାକୁ ରାଉରକେଲା ସରକାରୀ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ଅନିଷକୁ ମୃତ ଘୋଷଣା କରିଥିଲେ । ତେବେ ଏହି ଘଟଣା ନେଇ ପରିବାର ଲୋକ ରଘୁନାଥପଲ୍ଲୀ ଥାନାରେ ଏତଲା ଦେଇଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ରାଉରକେଲାରୁ ରାଜେନ୍ଦ୍ର ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଘରୁ ନିଖୋଜ ନାବାଳକ ର ମୃତ ଦେହ ପାଣି ଟାଙ୍କି ରୁ ମିଳିଲା
ରାଉରକେଲା- ପାନପୋଷ ବସ୍ତି ର ଏକ 7 ବର୍ଷ ର ପିଲା ଅନିଷ ସାହୁ ଆଜି ସକାଳ 9 ଠାରୁ ଘରୁ ନିଖୋ ଥିଲା। ବହୁତ ଖୋଜା ଖାଜି ପରେ ସେ ଘର କୁ ଫେରି ମ ଥିଲା। ପରେ ଘର ପାଖରେ ନିର୍ମାଣ ହେଉ ଥିବା ଏକ ସେଫାଟି ଟାଙ୍କି ଭିତରୁ ମୂର୍ଛିତ ଅବସ୍ଥା ରେ ମିଳିଥିଲା।
Body:ତାକୁ ନେଇ ରାଉରକେଲା ସରକାରୀ ଡାକ୍ତରଖାନା ଯାଇଥିଲେ ଘର ଲୋକ କିନ୍ତୁ ତାକୁ ମୃତ ଘୋଷଣା କରା ଯାଇ ଥିଲା।ବାଳକ ଟି ଟାଙ୍କି ଭିତରେ କେମିଟି ପଡିଲା ଏହା ତଦନ୍ତ ସପେକ୍ଷ।
Conclusion:ଲୋକ ମାନେ ରଘୁନାଥପଲ୍ଲୀ ଥାନା କୁ ଯାଇ ଏତଲା ଦେଇ ଥିଲେ।ଶବ କୁ ଶବ ଗୃହ ରେ ରଖି ଦିଆ ଯାଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.