ETV Bharat / city

ନିୟନ୍ତ୍ରଣ ହରାଇ ଓଲଟିଲା ବସ୍‌: ଜଣେ ମୃତ, 8 ଗୁରୁତର

author img

By

Published : Mar 3, 2020, 5:41 PM IST

ରାଉରକେଲାରୁ ବିରମିତ୍ରପୁର ଫେରିବା ରାସ୍ତାରେ ଅଘଟଣ । ନିୟନ୍ତ୍ରଣ ହରାଇ ରାହୁଲ ନାମକ ଏକ ବସ୍‌ ଓଲଟି ଯାଇ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 8 ଜଣ ଗୁରୁତର । ଅଧିକ ପଢନ୍ତୁ...

ନିୟନ୍ତ୍ରଣ ହରାଇଲା ଓଲଟିଲା ବସ୍‌: ଜଣେ ମୃତ,8 ଗୁରୁତର

ରାଉରକେଲା: ରାଉରକେଲାରୁ ବିରମିତ୍ରପୁର ଫେରିବା ରାସ୍ତାରେ ଅଘଟଣ । ନିୟନ୍ତ୍ରଣ ହରାଇ ରାହୁଲ ନାମକ ଏକ ବସ୍‌ ଓଲଟି ଯାଇ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 8 ଜଣ ଗୁରୁତର ଭାବରେ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।

ତେବେ ବସ୍‌ଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପରେ ତାକୁ କ୍ରେନ ସହାୟତାରେ ଉଠାଯାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଆହାତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.