ETV Bharat / city

ହୋଟେଲରେ ବିକ୍ରି ହେଉଛି ବହି

ହୋଟେଲରେ ବିକ୍ରି ହେଉଛି ବହି । ଏକ ହୋଟେଲରେ ଛାତ୍ରଛାତ୍ରୀଙ୍କ ପାଠପଢା ବହି ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

author img

By

Published : Mar 4, 2020, 12:22 PM IST

Updated : Mar 4, 2020, 2:45 PM IST

book selling  in hotel
ହୋଟେଲରେ ବହି ବିକ୍ରି ହେଉଛି ବହି

ରାଉରକେଲା : ହୋଟେଲରେ ବହି ବିକ୍ରି ହେଉଛି ବହି । ରାଉରକେଲାର ଏକ ହୋଟେଲରେ ଛାତ୍ରଛାତ୍ରୀଙ୍କ ପାଠପଢା ବହି ବିକ୍ରି ହେଉଥିବା ଦେଖିବାକୁ ମିଳିଛି । କେଉଁ ଦିନ କେଉଁ ସ୍କୁଲର ଆଉ କେଉଁ ଶ୍ରେଣୀର ବହି ମିଳିବ ତାହା ଏକ ବୋର୍ଡରେ ମଧ୍ୟ ଲଗାଯାଇଛି। ସ୍କୁଲରେ ବହି ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଏପରି ନିଷ୍ପତ୍ତି ନିଆଯାଇଛି ।

book selling  in hotel
ହୋଟେଲରେ ବହି ବିକ୍ରି ହେଉଛି ବହି

ସେକ୍ଟର-4ରେ ଥିବା ଏକ ଘରୋଇ ହୋଟେଲକୁ ପ୍ରଶାସନ ତରଫରୁ ହୋଟେଲ ବ୍ୟବସାୟ ପାଇଁ ଲାଇସେନ୍ସ ପ୍ରଦାନ କରା ଯାଇଥିବା ବେଳେ ଏଠାରେ କିପରି ବହି ବିକ୍ରି କରାଯାଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ହୋଟେଲରେ ବିକ୍ରି ହେଉଛି ବହି

ଛାତ୍ରଛାତ୍ରୀ ଏଠାରୁ ଅଧିକ ଟଙ୍କା ଦେଇ ବହି କିଣୁଥିବା ଅଭିଯୋଗ ହୋଇଛି । ଛାତ୍ରଛାତ୍ରୀ କିପରି ସୁଲଭ ମୂଲ୍ୟରେ ବହି ପାଇ ପାରିବେ ଏନେଇ ପ୍ରଶାସନ ପ୍ରୟାସ କରିବା ପାଇଁ ଦାବି କରାଯାଇଛି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Last Updated : Mar 4, 2020, 2:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.