ETV Bharat / city

ବିରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲା; ଡିଜିପିଙ୍କୁ ଜବାବ ମାଗିଲା NCST - DGP for an answer

ବିରମିତ୍ରପୁର ଥାନାରେ ନାବାଳିକା ସହିତ ଦୁଷ୍କର୍ମ ତଥା ଗର୍ଭପାତ ଘଟଣାରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ଜବାଵ ତଲବ କରିଛି ନ୍ୟାସନାଲ କମିଶନ ଫର୍ ସିଡ୍ୟୁଲ ଟ୍ରାଇବ । ଅଧିକ ଖବର ପଢନ୍ତୁ...

ବିରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲା; ଡିଜିପିଙ୍କୁ ଜବାବ ମାଗିଲା NCST

author img

By

Published : Jul 7, 2020, 12:30 PM IST

ରାଉରକେଲା: ବିରମିତ୍ରପୁର ଥାନାରେ ନାବାଳିକା ସହିତ ଦୁଷ୍କର୍ମ ତଥା ଗର୍ଭପାତ ଘଟଣାରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ଜବାଵ ତଲବ କରିଛି ନ୍ୟାସନାଲ କମିଶନ ଫର୍ ସିଡ୍ୟୁଲ ଟ୍ରାଇବ । ବିଜେପି ନେତ୍ରୀ ସୁକେସି ଓରାମ ଏହି ମାମଲାକୁ ଆୟୋଗ ସମ୍ମୁଖରେ ଆଣିଥିଲେ।

ବିରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲା; ଡିଜିପିଙ୍କୁ ଜବାବ ମାଗିଲା NCST
ବିରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲା; ଡିଜିପିଙ୍କୁ ଜବାବ ମାଗିଲା NCST

ଏକ ମାସ ମଧ୍ୟରେ ଡ଼ିଜିପି ଅଭୟଙ୍କୁ ବିସ୍ତୃତ ରିପୋର୍ଟ ତଲବ କରିଛି ଆୟୋଗ। ଆଦିବାସୀ ପ୍ରତାଡ଼ନାର ବିଭିନ୍ନ ଆଇନ ଅନୁସାରେ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ବିସ୍ତୃତ ସୂଚନା ମାଗିଛି ଆୟୋଗ।

ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ବହିଷ୍କୃତ ଥାନା ଆଇଆଇସି ଆନନ୍ଦ ଚରଣ ମାଝିଙ୍କୁ ଗିରଫ କରାଯାଇଛି । ଅନ୍ୟ ମାନଙ୍କୁ ଗିରଫ କରିବା ପାଇଁ ତଦନ୍ତ ଜାରି ରହିଥିବା ବେଳେ 6 ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.