ETV Bharat / city

ଇଣ୍ଟର ସିଟି ଗୋଲଡ କପ୍‌ ହକି ଟୁର୍ଣ୍ଣାମେଣ୍ଟ: ଭୁବନେଶ୍ବର ସ୍ପୋର୍ଟସ ହଷ୍ଟେଲ ଚମ୍ପିଆନ୍‌

author img

By

Published : Nov 17, 2019, 8:45 PM IST

ଇଣ୍ଟର ସିଟି ଗୋଲଡ କପ୍‌ ହକି ଟୁର୍ଣ୍ଣାମେଣ୍ଟରେ ଭୁବନେଶ୍ବର ସ୍ପୋର୍ଟସ ହଷ୍ଟେଲ ଚମ୍ପିଆନ୍‌ । ଭୁବନେଶ୍ବର ଇଷ୍ଟକୋଷ୍ଟ ରେଳବାଇକୁ 5-0 ଗୋଲରେ ହରାଇ ଚମ୍ପିଆନ ହୋଇଛି ସ୍ପୋର୍ଟସ ହଷ୍ଟେଲ ।

ଭୁବନେଶ୍ବର ସ୍ପୋର୍ଟସ ହଷ୍ଟେଲ ଚମ୍ପିଆନ୍‌

ରାଉରକେଲା: ଇଣ୍ଟର ସିଟି ଗୋଲଡ କପ୍‌ ହକି ଟୁର୍ଣ୍ଣାମେଣ୍ଟରେ ଭୁବନେଶ୍ବର ସ୍ପୋର୍ଟସ ହଷ୍ଟେଲ ଚମ୍ପିଆନ୍‌ । ପାନପୋଷ ସ୍ପୋର୍ଟସ ହଷ୍ଟେଲରେ 6 ଦିନ ଧରି ଚାଲିଥିବା ଏହି ହକି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭୁବନେଶ୍ବର ସ୍ପୋର୍ଟସ ହଷ୍ଟେଲ ଚମ୍ପିଆନ ହୋଇଛି ।

ଇଣ୍ଟର ସିଟି ଗୋଲଡ କପ୍‌ ହକି ଟୁର୍ଣ୍ଣାମେଣ୍ଟ: ଭୁବନେଶ୍ବର ସ୍ପୋର୍ଟସ ହଷ୍ଟେଲ ଚମ୍ପିଆନ୍‌

ଭୁବନେଶ୍ବର ଇଷ୍ଟକୋଷ୍ଟ ରେଳବାଇକୁ 5-0 ଗୋଲରେ ହରାଇ ଚମ୍ପିଆନ ହୋଇଛି ସ୍ପୋର୍ଟସ ହଷ୍ଟେଲ । ଏହି ହକି ପ୍ରତିଯୋଗିତାରେ ସହରାଞ୍ଚଳର 8 ଟି ଦଳ ଯୋଗ ଦେଇଥିଲେ । ଏହାସହ ଗ୍ରାମାଞ୍ଚଳରୁ 40 ଟି ଦଳ ଏବଂ ଭେଟେରାନ ହକି ଟିମ ମଧ୍ୟ ପ୍ରତିଯୋଗିତାରେ ଭାଗ ନେଇଥିଲେ । ତେବେ ରବିବାର ଦିନ ଫାଇନାଲ ଶେଷରେ ଚମ୍ପିଆନ ଟିମ୍‌ ଏବଂ ଖେଳାଳିଙ୍କୁ ପୁରସ୍କୃତ କରାଯାଇଥିଲା ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା_ ପାନପୋଷ ସ୍ପୋର୍ଟସ ହଷ୍ଟେଲ ରେ 6 ଦିନ ଧରି ଚାଲିଥିବା ଇଣ୍ଟର ସିଟି ଗୋଲଡ଼ କପ ହକି ଟୁର୍ଣ୍ଣ ମେଣ୍ଟ ର ଫାଇନାଲରେ ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲ ଚାମ୍ପିଅନ ହୋଇଛି ।

Body: ଭୁବନେଶ୍ୱର ଇଷ୍ଟକଷ୍ଟ ରେଳବାଇ କୁ 5 - 0 ଗୋଳରେ ହରାଇ ଚମ୍ପିୟାନ ହୋଇଛି ସ୍ପୋର୍ଟସ ହଷ୍ଟେଲ । ରାଉରକେଲା ପାନପୋଷ କ୍ରୀଡା ଛାତ୍ରାବାସ ରେ ଚାଲିଥିବା ଏହି ହକି ପ୍ରତିଯୋଗିତାରେ ସହରାଞ୍ଚଳ ର 8 ଟି ଦଳ ଯୋଗ ଦେଇଥିଲେ ।

Conclusion:ଗ୍ରାମଞ୍ଚଳରୁ 40 ଟି ଦଳ ଏବଂ ଭେଟେରାନ ହକି ଟିମ ମଧ୍ୟ ପ୍ରତିଯୋଗିତାରେ ଭାଗ ନେଇଥିଲେ । ରବିବାର ଦିନ ହୋଇଥିବା ଫାଇନାଲ ଖେଳ ଶେଷରେ କୃତୀ ଟିମ ଏବଂ ଖେଳାଳି ମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.