ETV Bharat / city

କଂଗ୍ରେସ କର୍ମୀ ସମ୍ମିଳନୀରେ ମହୁମାଛି ଆକ୍ରମଣ, 15 ଆହତ

author img

By

Published : Mar 4, 2020, 8:30 PM IST

କଂଗ୍ରେସ କର୍ମୀ ସମ୍ମିଳନୀରେ ମହୁମାଛି ଆକ୍ରମଣ । ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁରରେ କଂଗ୍ରେସ କର୍ମୀ ସମ୍ମିଳନୀରେ ମହୁମାଛି ଆକ୍ରମଣରେ 15 ଜଣ ଆହତ ହୋଇଥିଲାବେଳେ 9 ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

bee-attack-in-congress-karmi-sammilani-in-biramitrapur
କଂଗ୍ରେସର କର୍ମୀ ସମ୍ମିଳନୀ ମହୁମାଛି ଆକ୍ରମଣ

ରାଉରକେଲା: କଂଗ୍ରେସର କର୍ମୀ ସମ୍ମିଳନୀରେ ମହୁମାଛି ଆକ୍ରମଣ । ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁରରେ କଂଗ୍ରେସର କର୍ମୀ ସମ୍ମିଳନୀରେ ମହୁମାଛି ଆକ୍ରମଣରେ 15 ଜଣ ଆହତ ହୋଇଥିବାବେଳେ 9 ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

କଂଗ୍ରେସର କର୍ମୀ ସମ୍ମିଳନୀ ମହୁମାଛି ଆକ୍ରମଣ

ବୀରମିତ୍ରପୁରର ଡିବି ପାର୍କରେ ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ନେତୃତ୍ବରେ କଂଗ୍ରେସର କର୍ମୀ ସମ୍ମିଳନୀ ଆୟୋଜନ ହୋଇଥିଲା । ବରିଷ୍ଠ କଂଗ୍ରେସ ନେତା ବିରେନ ସେନାପତି ସହିତ ଅନ୍ୟନେତାମାନେ ଯୋଗ ଦେଇଥିଲେ । କଂଗ୍ରେସର କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମ ଚାଲୁଥିବା ସମୟରେ ହଠାତ ମହୁମାଛି ଦଳ ଆସି ଆକ୍ରମଣ କରିଥିଲେ। ପାଖାପାଖି 15 ଜଣ କଂଗ୍ରେସ କର୍ମୀ ମହୁମାଛିର ଆକ୍ରମଣରେ ଆହତ ହୋଇଛନ୍ତି ।

ଏହାପରେ ମହୁମାଛି ଆକ୍ରମଣରେ ଆହତମାନଙ୍କୁ ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.