ETV Bharat / city

ଏନଆଇଟି ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ, ଏଭିବିପିର ବିରୋଧ - ଏନଆଇଟିର ନିର୍ଦ୍ଦେଶକ ଅନିମେଶ ବିଶ୍ବାସ

ହଷ୍ଟେଲ ଖାଲି କରିବା ପାଇଁ ଏନଆଇଟିର ଫାଇନାଲ୍ ଇୟର ଛାତ୍ରଛାତ୍ରୀଙ୍କୁ ମେଲ୍ ପଠାଇଯାଇଛି । ଯାହାକୁ ବିରୋଧ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଅଧିକ ପଢନ୍ତୁ...

ହଷ୍ଟେଲ ଖାଲି କରିବାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବିରୋଧ

author img

By

Published : Jun 9, 2020, 8:06 PM IST

ରାଉରକେଲା: ହଷ୍ଟେଲ ଖାଲି କରିବା ପାଇଁ ଏନଆଇଟିର ଫାଇନାଲ୍ ଇୟର ଛାତ୍ରଛାତ୍ରୀଙ୍କୁ ମେଲ୍ ପଠାଇଯାଇଛି । ଯାହାକୁ ବିରୋଧ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ।

ହଷ୍ଟେଲ ଖାଲି କରିବାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବିରୋଧ
ହଷ୍ଟେଲ ଖାଲି କରିବାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବିରୋଧ

ତେବେ ଲାକଡାଉନ ପୂର୍ବରୁ ଦେଶର ବିଭିନ୍ନ ଭାଗରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ହୋଷ୍ଟେଲ ଖାଲି କରିବାକୁ ପଡିଥିଲା । ସେମାନେ ନିଜ ଜିନିଷ ପତ୍ର ଛାଡି କୌଣସି ପ୍ରକାର ସହର ଛାଡିଥିଲେ। ଆଉ ଜୁନ ମାସରେ ସେମାନଙ୍କୁ ହଷ୍ଟେଲ ଖାଲି କରିବା ପାଇଁ ଏହି ନିର୍ଦ୍ଦେଶ ଦିଆଯାଇଥିଲା । ଯାହାକୁ ବିରୋଧ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଏନେଇ ଏନଆଇଟିର ନିର୍ଦ୍ଦେଶକ ଅନିମେଶ ବିଶ୍ବାସଙ୍କୁ ଏକ ଚିଠି ଲେଖିଛନ୍ତି ପରିଷଦର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର । ଏହି ଚିଠିର ଏକ ନକଲ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀକୁ ମଧ୍ୟ ପ୍ରଦାନ କରାଯାଇଛି ।

ତେବେ କୋରୋନା ଭଳି ସମୟରେ ବିନା କାରଣରେ ଛାତ୍ରଛାତ୍ରୀଙ୍କୁ ହଇରାଣ କରିବା ପ୍ରୟାସ କରାଯାଉଥିବା ସେ କହିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.