ETV Bharat / city

କଂଗ୍ରେସର ଇଭିଏମ ହ୍ୟାକିଂ ଅଭିଯୋଗ ଭିତ୍ତିହୀନ: ବିଜେପି

author img

By

Published : Jun 6, 2019, 3:17 PM IST

କଂଗ୍ରେସ ପକ୍ଷରୁ ଅଣାଯାଇଥିବା ଇଭିଏମ ହ୍ୟାକିଂ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି ବିଜେପି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ଚଳିତ ନିର୍ବାଚନରେ ବ୍ୟବହୃତ ହୋଇଥିବା ଇଭିଏମ ହ୍ୟାକିଂ ହୋଇଥିବା ନେଇ କଂଗ୍ରେସ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛି ବିଜେପି । ଏନେଇ ଦଳ ପକ୍ଷରୁ କୁହାଯାଇଛି ଯେ ବିରୋଧିଙ୍କ ପକ୍ଷରୁ ଆସିଥିବା ଅଭିଯୋଗ ଭିତ୍ତିହୀନ । ପାନପୋଷ ଜିଲ୍ଲା ବିଜେପି କମିଟି ପକ୍ଷରୁ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଦଳୀୟ ନେତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଏ ପ୍ରସଙ୍ଗରେ ମତ ରଖି ବିଜେପି ପକ୍ଷରୁ କୁହାଯାଇଛି ନିର୍ବାଚନରେ ପରାସ୍ତ ହେବା ପରେ କଂଗ୍ରେସର ସାଂସଦ ପ୍ରାର୍ଥୀ ଜର୍ଜ ତିର୍କୀଙ୍କ ମୁଣ୍ଡ ଖରାପ ହୋଇଯାଇଛି । ଲୋକେ ବିକାଶ ପାଇଁ ଭୋଟ ଦେଇଛନ୍ତି । ଏଥିସହିତ ଦଳ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଚଳିତ ନିର୍ବାଚନରେ ବିଜେଡିର ବିଧାୟକ ପ୍ରାର୍ଥୀ ହୋଇଥିବା ସାରଦା ନାୟକ କହିଛନ୍ତି 10 ହଜାର ବିଜେପି ଭୋଟରଙ୍କ ନାମ ଭୋଟର ତାଲିକାରୁ କଟାଇ ଦେଇଥିଲେ । ଏପରି ଅଭିଯୋଗ ଆଣିଛନ୍ତି ରାଉରକେଲା ନିର୍ବାଚନମଣ୍ଡଳୀର ପରାଜିତ ବିଜେପି ପ୍ରାର୍ଥୀ ନିହାର ରାୟ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ଲୋକସଭା ନିର୍ବାଚନ ରେ ଇଭିଏମ ହ୍ୟାକିଙ୍ଗ ଅଭିଯୋଗ ଆଣିଥିବା କଂଗ୍ରେସ ପ୍ରାର୍ଥୀ ଜର୍ଜ ତିର୍କୀ ର ଅଭିଯୋଗ କୁ ଖଣ୍ଡନ କରିଛନ୍ତି ବିଜେପି ନେତା। ବିଜେପି ନେତା କହିଛନ୍ତି କି ଅଭିଯୋଗ ଭିତ୍ତିହୀନ। ଅନ୍ୟ ପଟେ ରାଉରକେଲା ବିଧାନସଭା ସିଟ ରୁ ପରାଜିତ ବିଜେପି ପ୍ରାର୍ଥୀ ନିହାର ରାୟ ଅଭିଯୋଗ କରିଥିଲେ କି 10 ହଜାର ବିଜେପି ଭୋଟର ମାନଙ୍କ ନାମ କଟାଇଥିଲେ ବିଜେଡି ନେତା ଶରଦ ପ୍ରସାଦ ନାୟକ।

Body:ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ବିଜେପି ନେତା ଅଭିଯୋଗ କରିଛନ୍ତି କି ପରାସ୍ତ ହେବା ପରେ କଂଗ୍ରେସ ପ୍ରାର୍ଥୀ ଜର୍ଜ ତିର୍କୀ ଙ୍କ ମୁଣ୍ଡ ଖରାପ ହୋଇ ଯାଇଛି। ଲୋକ ବିକାଶ ପାଇଁ ମତଦାନ କରିଛନ୍ତି। କିନ୍ତୁ ଉପସ୍ଥିତ ନିହାର ରାୟ ଅଭିଯୋଗ କରିଥିଲେ କି ଦିଲୀପ ରାୟ ତାଙ୍କ ସପକ୍ଷରେ ଆସିଥିଲେ ବିଜେପି କୁ କ୍ଷତି ହୋଇ ଥାନ୍ତା।

Conclusion:ଇଭିଏମ ହ୍ୟାକିଙ୍ଗ ର ଅଭିଯୋଗ କୁ ଖଣ୍ଡନ କରିବା ପାଇଁ ସାମ୍ବାଦିକ ସମ୍ମିଳନୀ ରେ ବିଜେପି ନେତା ମାନେ ପୁର୍ବତନ ବିଧାୟକ ଦିଲୀପ ରାୟ ତଥା ବିଜୟୀ ବିଧାୟକ ସାରଦା ପ୍ରସାଦ ନାୟକ କୁ ନୂଆ ବିବାଦ ରେ ଟାଣି ଦେଇ ଛନ୍ତି।
ବାଇଟ-ଜଗବନ୍ଧୁ ବେହରା,ସଭାପତି,ବିଜେପି ପାନପୋଷ ଜିଲ୍ଲା କମିଟି
ବାଇଟ- ନିହାର ରାୟ, ପରାଜିତ ବିଜେପି ପ୍ରାର୍ଥୀ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.