ETV Bharat / city

ସ୍କୁଟିକୁ ଚାପିଦେଲା ବସ, 3 ମୃତ - ଲଷ୍ମୀପୋଷରେ ଦୁର୍ଘଟଣା

ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କୁତ୍ରା ବ୍ଳକର ଲକ୍ଷ୍ମୀପୋଷରେ ବସ-ସ୍କୁଟି ଦୁର୍ଘଟଣା । ଦୁର୍ଘଟଣାରେ ତିନି ଜଣ ଯୁବକ ମୃତ ଓ ଜଣେ ଗୁରୁତର । SDPO ବିଜୟ କୁମାର ନନ୍ଦ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ପ୍ରତିକାତ୍ମକ ଫଟୋ
author img

By

Published : Nov 24, 2019, 8:45 PM IST

Updated : Nov 24, 2019, 9:13 PM IST

ରାଉରକେଲା: ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କୁତ୍ରା ବ୍ଳକର ଲଷ୍ମୀପୋଷରେ ବସ-ସ୍କୁଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ତିନି ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଅନ୍ୟପକ୍ଷେ ଆଉ ଜଣେ ଯୁବକ ଗୁରୁତର ଅଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା

ଯୁବକ 4 ଜଣ ଏକ ସ୍କୁଟିରେ ଘରକୁ ଫେରୁଥିବା ବେଳେ ବସ ସହ ରବିବାର ସନ୍ଧ୍ୟାରେ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଯୁବକଙ୍କୁ ହସ୍ପିଟାଲ ନେଉଥିବା ବାଟରେ ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ଏହି ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ରାଜଗାଙ୍ଗପୁର SDPO ବିଜୟ କୁମାର ନନ୍ଦ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କୁତ୍ରା ବ୍ଳକ ର ଲଷ୍ମୀପୋଷ ରେ ଏକ ମର୍ମନ୍ତୁଦ ବସ ଦୁର୍ଘଟଣାରେ ତିନି ଜଣ ଯୁବକ ଙ୍କ ମୃତ୍ୟୁ ହୋଇଛି । ଏହି ତିନି ଜଣ ଯୁବକ ଏକ ସ୍କୁଟି ରେ ଘରକୁ ଫେରୁଥିବା ବେଳେ ପୱନହଂସ ନାମକ ଏକ ବସ ସହ ରବିବାର ସନ୍ଧ୍ୟାରେ ଧକ୍କା ହୋଇଥିଲା । ଯୁବକ ତିନିଜଣ ସ୍କୁଟି ସହ ବସ ତଳେ ପଶି ଯାଇଥିଲେ ।

Body:ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଯୁବକଙ୍କୁ ହସ୍ପିଟାଲ ନେଉଥିବା ବାଟରେ ମୃତ୍ୟୁ ହିଇଥିଲା ବୋଲି ପୋଲିସ କହୁଛି । ଏହି ଦୁର୍ଘଟଣା କୁ ନେଇ ଘଟଣା ସ୍ଥଳରେ ଉତେଜନା ଦେଖାଦେଇଛି ।

Conclusion: ରାଜଗାଙ୍ଗପୁର SDPO ବିଜୟ କୁମାର ନନ୍ଦ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ମୋଟର ଯାନ ଆଇନ ଯେତେ କଡାକଡି କରାଗଲେ ମଧ୍ୟ ଦୁର୍ଘଟଣାରେ ଲୋକଙ୍କ ଜୀବନହାନି ରେ ବୃଦ୍ଧି ପ୍ରଶାସନ ଲାଗି ଚିନ୍ତାର ବିଷୟ ହୋଇଛି ।
Last Updated : Nov 24, 2019, 9:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.