ETV Bharat / city

ଦଲାଲଙ୍କ କବଜାରେ ରାଉରକେଲା RTO ଅଫିସ, 8 ଗିରଫ - 8 broker arrested From rourkela RTO office

ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ସକ୍ରିୟ ହୋଇ ଉଠିଛନ୍ତି ଦଲାଲ । ଦଲାଲ ଦମନ ନେଇ ଆରମ୍ଭ ହୋଇଛି ଅଭିଯାନ । ରାଉରକେଲା ଏସପିଙ୍କ ନେତୃତ୍ତ୍ବରେ ରାଉରକେଲା RTO ଅଫିସ ତଥା RGHରେ ପୋଲିସ ଚଢାଉ କରିଛି । ରାଉରକେଲା RTO ଅଫିସରୁ 8 ଦଲାଲ ଧରାପଡିଥିବା ବେଳେ RGHରୁ 4 ଜଣ ଦଲାଲ ଧରାପଡିଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Sep 26, 2019, 10:20 PM IST

ରାଉରକେଲା: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହେଲା ଦଲାଲ ଦମନ ଅଭିଯାନ । ଏସପିଙ୍କ ନେତୃତ୍ବରେ ରାଉରକେଲା RTO ଅଫିସ ତଥା RGHରେ ପୋଲିସର ଚଢାଉ । RTO ଅଫିସରୁ 8 ଜଣ ଦଲାଲ ଧରାପଡିଥିବା ବେଳେ RGHରୁ 4 ଜଣ ଦଲାଲ ଧରାପଡିଛନ୍ତି । ଉଦିତନଗର ପୋଲିସ ଏମାନଙ୍କୁ ଗିରଫ କରି ପଚରାଉଚରା କରୁଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ତେବେ ଧରାପଡିଥିବା 8 ଜଣ ଦଲାଲଙ୍କ ମଧ୍ୟରୁ 2 ଜଣ ପୂର୍ବରୁ ଧରାପଡିଥିବା ସୂଚନା ରହିଛି । RTO କାର୍ଯ୍ୟାଳୟରେ ଗତ ମାସ 13 ଜଣ ଧରା ପଡିବା ପରେ ଦଲାଲ ଡରିଯାଇଥିଲେ। କିନ୍ତୁ ନୂଆ ମୋଟରଯାନ ଆଇନ ଆସିବା ପରେ ଏମାନେ ପୁଣି ସକ୍ରିୟ ହୋଇଉଠିଛନ୍ତି । ସେପଟେ ଯଦି ଦଲାଲମାନଙ୍କ ସାହାଯ୍ୟ ଲୋକମାନେ ନେଉ ନାହାନ୍ତି ହେଲେ ଫର୍ମ ଖଣ୍ଡେ ମିଳିବା କଷ୍ଟକର ହୋଇଯାଇଛି।

ଦଲାଲ ଦମନ ଅଭିଯାନ
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ରାଉରକେଲା ରେ ଆଜି RTO ଅଫିସ ତଥା RGH ରେ ପୋଲିସ ଚଡଓ କରିଛି। RTO କାର୍ଯ୍ୟାଳୟ ରେ ଆଜି ଏସପିଙ୍କ ନେତୃତ୍ୱରେ ଚଡଓ ହୋଇଥିଲା। ଏହି ସମୟ ରେ 8 ଜଣ ଦଲାଲଙ୍କ ପୋଲିସ କାଗଜପତ୍ର ସହିତ ଧରିବା ପରେ ଉଦିତନଗର ପୋଲିସ ଏମାନଙ୍କୁ ଗିରଫ କରିଛି। ଧରା ହୋଇ ଥିବା ଦଲାଲ ମାନଙ୍କ ମଧ୍ୟ ରେ 2 ଜଣ ଆଗରୁ ମଧ୍ୟ ପୋଲିସ ହାଥରେ 13 ଜଣଙ୍କ ସହିତ ଧର ପଡି ଥିଲେ।Body:ଏମାନଙ୍କ ଉଦିତନଗର ଥାନା କୁ ଆଣି ପଚରା କର ଯାଉଛି। ସେହି ଭଳି ଆଜି ରାଉରକେଲା ସରକାରୀ ହସ୍ପିଟାଲ ରେ ମଧ୍ୟ ଚଡଓ ହେବାର ଖବର ରହିଛି। RGH ରୁ 4 ଜଣ ଦଲାଲ ଧର ପଡି ଥିବା କୁହ ଯାଉଛି।Conclusion:ରାଉରକେଲା ସରକାରୀ ହସ୍ପିଟାଲରେ ରେ ଆଜି ଚଡଓ ରେ 4 ଜଣଙ୍କୁ ଧରି ପଚରା ଉଚରା ଚାଲିଛି। ସେହିଭଳି RTO କାର୍ଯଳୟ ରେ ଗତ ମାସ 13 ଜଣ ଧର ପଡିବ ପରେ ଦଲାଲ ଡରି ଯାଇ ଥିଲେ କିନ୍ତୁ ନୂଆ ମୋଟର ବହନ ଆଇନ ଆସିବା ପରେ ଏମାନେ ପୁଣି ସକ୍ରିୟ ହୋଇଛନ୍ତି। ପରିସ୍ଥିତି ବହୁତ ବିଚିତ୍ର ହୋଇଛି ଯଦି ଦଲାଲ ମାନଙ୍କ ସାହାଯ୍ୟ ଲୋକ ଅନେ ନେଉ ନାହାନ୍ତି ହେଲେ ଫର୍ମ ଖଣ୍ଡେ ମିଳିବ କଷ୍ଟକର ହୋଇ ଯାଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.