ETV Bharat / city

5 ଦିନର ଛୁଆକୁ 10 ଚେଙ୍କ, ପ୍ରଶାସନ ନିରବ - ରାଉରକେଲା

ଅନ୍ଧବିଶ୍ବାସର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଲାଠିକଟା ବ୍ଲକ ଗର୍ଜନ ନିକଟସ୍ଥ ତୁମରଣ ଗାଁରେ । ଯେଉଁଠି ଏହି ଅନ୍ଧବିଶ୍ବାସର ଶିକାର ହୋଇଛି ଗୋଟିଏ 5 ଦିନର କଅଁଳ ନିଷ୍ପାପ ଶିଶୁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Mar 1, 2019, 9:31 PM IST

ରାଉରକେଲା: ସମାଜ ଯେତେ ଅଗ୍ରସରତାର ପ୍ରତିଶୃତି ଦେଉଥିଲେ ମଧ୍ୟ ଏବେ ବି ଅନେକ ଲୋକେ ଅନ୍ଧବିଶ୍ବାସ ଘେରରେ । ଯାହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଲାଠିକଟା ବ୍ଲକ ଗର୍ଜନ ନିକଟସ୍ଥ ତୁମରଣ ଗାଁରେ । ଯେଉଁଠି ଏହି ଅନ୍ଧବିଶ୍ବାସର ଶିକାର ହୋଇଛି ଗୋଟିଏ 5 ଦିନର କଅଁଳ ନିଷ୍ପାପ ଶିଶୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ସୂଚନା ଅନୁଯାୟୀ, ଫେବୃଆରୀ 24ତାରିଖ ସନ୍ଧ୍ୟାରେ ରୂପନ କେର୍କେଟଟା ଓ ସୁରଥ କେର୍କେଟଟାଙ୍କର ରାଉରକେଲା ସରକାରୀ ଡାକ୍ତରଖାନାରେ ଏକ ଶିଶୁ କନ୍ୟା ଜନ୍ମ ନେଇଥିଲା । ତେବେ 28 ତାରିଖରେ ଶିଶୁଟି ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାକୁ ପାଖ ଏକ ଗାଁକୁ ନିଆଯାଇ ମାତ୍ର5ଦିନର ଏହି ଶିଶୁ ପେଟରେ 10 ଥର ଚେଙ୍କ ଦିଆଯାଇଥିଲା ।

ହେଲେ ଅନ୍ଧବିଶ୍ବାସର ଅନ୍ଧାରରେ ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ତୁରନ୍ତ ଆର୍‌ଜିଏଚ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ ଏହା ଭୁଲବଶତଃ ହୋଇଥିବା ସଫେଇ ଦେଇଛନ୍ତି ପରିବାର ଲୋକେ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:5 ଦିନ ର ଛୁଆ କୁ 10 ଚେଙ୍କ,ପ୍ରଶାସନ ନିରବ
ରାଉରକେଲା- 5 ଦିନ ର ଛୁଆ କୁ 10 ଟି ଚେଙ୍କ। ବିଶ୍ୱାସ ନ ହେଲେ ମଧ୍ୟ ସତ୍ୟ। ଚେଙ୍କ କୁ ଆଜି ମଧ୍ୟ ଏକ ଅନ୍ଧବିଶ୍ୱାସ ବୋଲି ବୁଝାଇବାରେ ଜିଲ୍ଲାପ୍ରଶାସନ ବିଫଳ ହୋଇ ଥିବାରୁ ଲୋକ ମାନେ ଏହାକୁ ଚିକିତ୍ସା ର ମାଧ୍ୟମ ବୋଲି ଧରି ନେଇ ଥିବା ଚିନ୍ତା ର କାରଣ।

Body:ଲାଠିକଟା ବ୍ଲକ ର ଗର୍ଜନ ନିକଟ ତୁମରଣ ଗାଁ ର ରୂପନ କେର୍କେଟଟା ତଥା ସୁରଥ କେର୍କେଟଟା ର 24 ତାରିଖ ସନ୍ଧ୍ୟା ଛୁଆ କୁ ରାଉରକେଲା ସରକାରୀ ହସ୍ପିଟାଲ ରେ ଜନ୍ମ ଦେଇ ଥିଲେ। କିନ୍ତୁ 5 ଦିନ ର ଛୁଆ ର 28 ତାରିଖ ରେ ପେଟ କଟିବାରୁ ତାକୁ ପାଖ ଗାଁ କୁ ନେଇ ଚେଙ୍କ ଦେଇ ଥିଲେ। ମହିଳା ଟି 5 ଦିନ ର ଛୁଆ କୁ 10 ଟି ଚେଙ୍କ ଦେଇ ଥିଲେ। ପରିସ୍ଥିତି ଖରାପ ହେବାରୁ ତାକୁ ପୁଣି RGH ରେ ଆଣି ଚିତସ ପାଇଁ ଭର୍ତି କର ଯାଇଛି।

Conclusion:ଘର ଲୋକ ଏହା ମାନୁଛନ୍ତି କି ଅଜାଣତରେ ଏହି ଭୁଲ ହୋଇ ଜାଇଛି।
bite-ସରୁଥ କେର୍କେଟଟା, ବାପା
bite-ରୂପେନ କେର୍କେଟଟା, ମାଆ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.