ETV Bharat / city

ପାଗଳା କୁକୁର କାମୁଡାରେ 71 ଆହତ - କୁକୁର କାମୁଡାରେ 25 ଆହତ

ଷ୍ଟିଲ ସିଟିରେ ପାଗଳା କୁକୁର ଆତଙ୍କ । କୁକୁର କାମୁଡାରେ ଜଣେ ଶିଶୁ ସମେତ 71 ଜଣ ଲୋକ ଆହତ ହୋଇଥିବା ଜଣାପଡିଛି।

ପାଗଳା କୁକୁର କାମୁଡାରେ 25 ଆହତ
author img

By

Published : Nov 17, 2019, 10:11 AM IST

Updated : Nov 17, 2019, 1:41 PM IST

ରାଉରକେଲା: ଷ୍ଟିଲ ସିଟିରେ କୁକୁର ଆତଙ୍କ। ଗତ ଦୁଇ ଦିନରେ ପାଗଳା କୁକୁର କାମୁଡାରେ 71 ଆହତ ଊର୍ଦ୍ଧ୍ବ ଆହତ । ଗତକାଲି 55 ଜଣଙ୍କୁ ଆକ୍ରମଣର ଶିକାର ହୋଇଥିବାବେଳେ ଆଜି 16 ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତକାଲି ଦିନ 11ଟାରୁ ଲୋକଙ୍କୁ ଗୋଡାଇ ଗୋଡାଇ କୁକୁର କାମୁଡୁଥିବା ଜଣାପଡିଛି। ପାଗଳ କୁକୁରକୁ ନେଇ ସାଧାରଣ ଲୋକେ ଆତଙ୍କିତ ହୋଇପଡିଛନ୍ତି । ହେଲେ ଘଟଣାକୁ ନେଇ ନଗର ନିଗମ ପକ୍ଷରୁ କୁକୁରଙ୍କୁ ଧରିବା ପାଇଁ କୌଣସି ପ୍ରୟାସ କରାଯାଉନଥିବା ଅଭିଯୋଗ ହୋଇଛି।

ପାଗଳା କୁକୁର କାମୁଡାରେ 25 ଆହତ

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ଡେଲିଅର୍କେଟ ପେଟ୍ରୋଲ ପମ୍ପ ନିକଟରେ ବିଭିନ୍ନ ସ୍ଥାନ ରେ 25 ରୁ ଉର୍ଦ୍ଧ୍ବ ଲୋକଙ୍କୁ କୁକୁଜ କାମୁଡିବା ଯୋଗୁ ରାଉରକେଲା ସରକାରୀ ହସିତଲ ସହିତ ବିଭିନ୍ନ ହସ୍ପିଟାଲ ରେ ଚିକିତ୍ସା ପାଇଁ ଯିବାକୁ ପଫି ଥିଲା। କଲି ରାତି ରେ ମଧ୍ୟ 3 ଜଣଙ୍କୁ ଏହି କୁକୁର କାମୁଡି ଥଲା।
Body:କାଲି ଦିନ 11 ଠାରୁ ଲୋକ ଅନଙ୍କୁ ଗୋଡ଼ାଇ ଗୋଡ଼ାଇ ଏହି କୁକୁର କାମୁଡି ଥିଲା। ଗୋଟିଏ ବାବା ତଥା ଝିଅ ମଧ ଏହାର ଶିକାର ହୋଇ ଥିଲେ।ଅହନଗର ନିଗମ ତରଫ ରୁ କୁକୁରଙ୍କ ଧରିବା ପାଇଁ କୈଣସି ପ୍ରୟାଦ କର ଯାଉ ନାହିଁ।Conclusion:ଏହି ପାଗଳ କୁକୁର କୁ ନେଇ ସାଧାରଣ ଲୋକ ମନେ ଆତଙ୍କିତ। ଏହି ପାଗଳ କୁକୁର ଉପରେ ନିୟଣ୍ୟରଣ ର କର ହେଲେ ସେ ଆଉ ଆଧିକ ଲୋକଙ୍କୁ କାମୁଡିବ
Last Updated : Nov 17, 2019, 1:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.