ETV Bharat / city

ରାଉରକେଲାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ରାଉରକେଲାରେ ମାଲବାହୀ ଟ୍ରେନର 2ଟି ବଗି ଲାଇନଚ୍ୟୁତ । ବଗିକୁ ଧାରଣାକୁ ଆଣିବାକୁ ପ୍ରୟାସ ଜାରି ।

author img

By

Published : May 15, 2019, 11:22 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ମାଲବାହୀ ଟ୍ରେନର 2ଟି ବଗି ଲାଇନଚ୍ୟୁତ । ରାଉରକେଲାର ମାଲଗୋଦାମ ନିକଟରେ ଆଜି ମାଲବାହୀ ଟ୍ରେନର ଦୁଇଟି ବଗି ଲାଇନଚ୍ୟୁତ ହୋଇଛି । ସିମେଣ୍ଟ ବୋଝେଇ ମାଲବାହୀ ଟ୍ରେନଟି ରାୟପୁରରୁ ପଶ୍ଚିମବଙ୍ଗକୁ ଯାଉଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ତେବେ ଖବର ପାଇବା ପରେ ରେଳ ଅଧିକାରୀ ତଥା କର୍ମଚାରୀମାନେ ଆସି ଅନ୍ୟ ବଗିକୁ ଅଲଗା କରିଥିଲେ । ପରେ ଲାଇନଚ୍ୟୁତ ବଗିକୁ ଧାରଣାକୁ ଆଣିବାକୁ ପ୍ରୟାସ କରାଯାଉଥିବା ଦେଖିବାକୁ ମିଳିଛି । ବହୁତ ସଂଖ୍ୟାରେ ରେଲୱେ କର୍ମଚାରୀ ଏଠାରେ ନିୟୋଜିତ ହୋଇଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ମାଲଗାଡି ଟ୍ରେନ ର 2 ବଗି ଲାଇନଚ୍ୟୁତ
ରାଉରକେଲା-ରାଉରକେଲା ର ମାଲଗୋଦାମ ନିକଟ ରେ ଆଜି ମାଲଗାଡି ର ଦୁଇ ଟି ୱାଗନ ଲାଇନଚ୍ୟୁତ ହୋଇଛି। ମାଲଗାଡି ରେ ସିମେଣ୍ଟ ଲଦା ଥିଲା ତଥା ରାୟପୁର ରୁ ଏହା ପଶ୍ଚିମବଙ୍ଗ କୁ ଯାଉ ଥିଲା। ଘଟଣା ର ଖବର ପାଇବା ପରେ ରେଳ ଅଧିକାରୀ ତଥା କର୍ମଚାରୀ ମାନେ ଆସି ଅନ୍ୟ ୱାଗନ କୁ ଅଲଗା କରି ଥିଲେ। ପରେ ଲାଇନଚ୍ୟୁତ ୱାଗନ କୁ ତଥା ରେ ଧାରଣ କୁ ଠିକ କରିବା ପାଇଁ ପ୍ରୟାସ କର ଯାଉଛି। ବହୁତ ସଂଖ୍ୟା ରେ ରେଳକର୍ମୀ ଏଠାରେ ନିୟୋଜିତ ହୋଇଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.