ETV Bharat / city

ଓଲଟିଲା ବରାଳଦେବୀ ବସ, 15 ଆହତ - ବସ ଦୁର୍ଘଟଣା

ଭାରସାମ୍ୟ ହରାଇ ଓଲଟିଲା ବରାଳଦେବୀ ବସ । 15 ଯାତ୍ରୀ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି କୁତ୍ରା ଥାନା ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Sep 26, 2019, 11:14 PM IST

ରାଉରକେଲା: ରାଉରକେଲାରୁ ବ୍ରହ୍ମପୁର ଯାଉଥିବା ଘରୋଇ ଯାତ୍ରୀବାହୀ ବସ ‘ବରାଳଦେବୀ’ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଛି। ଫଳରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତଙ୍କୁ ଉଦ୍ଧାର କରାଯାଇ କୁତ୍ରା ମେଡିକାଲରେ ଭର୍ତ୍ତି କରାଯାଇଛି।

ବରାଳଦେବୀ ବସଟି ସନ୍ଧ୍ୟା 5ଟା 45 ମିନିଟ୍‌ରେ ରାଉରକେଲା ଛାଡ଼ିଥିଲା । ବସ ଭିତରେ 45 ଜଣ ଯାତ୍ରୀ ଥିଲେ। ତେବେ କୁତ୍ରା ବ୍ଲକ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ୍‌ ୱେ’ ବିରିଙ୍ଗିଟୋଲାର ଠାରେ ବସ ସାମ୍ନାକୁ ଏକ ବାଇକ ଚାଲି ଆସି ହଠାତ ବ୍ରେକ ଲଗାଇବା ଫଳରେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ 15 ଜଣ ଯାତ୍ରୀ ଆହତ ହୋଇଥିଲେ। ଖବର ପାଇ କୁତ୍ରା ଥାନା ପୋଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା: ରାଉରକେଲାରୁ ବ୍ରହ୍ମପୁର ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍‌ “ବରାଳଦେବୀ” ବିଚ୍‌ ରାସ୍ତାରେ ଓଲଟି ପଡ଼ିଛି। ଫଳରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ କୁତ୍ରା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।Body:“ବରାଳଦେବୀ” ବସ୍‌ଟି ସନ୍ଧ୍ୟା ୫ଟା ୪୫ ମିନିଟ୍‌ରେ ରାଉରକେଲା ଛାଡ଼ିଥିଲା। ବସ୍‌ ଭିତରେ ୪୫ ଜଣ ଯାତ୍ରୀ ଥିଲେ। ତେବେ କୁତ୍ରା ବ୍ଲକ ଦେଇଯାଇଥିବା ବିଜୁ ଏକ୍ସପ୍ରେସ୍‌ ୱେ’ ବିରିଙ୍ଗିଟୋଲାରଠାରେ ବସ୍‌ ସାମ୍ନାକୁ ଏକ ବାଇକ୍‌ ଚାଲି ଆସିଥିଲା। ଚାଳକ ସଡ୍‌ନ ବ୍ରେକ୍‌ ମାରିବାରୁ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତ ଉପରେ ଓଲଟି ପଡ଼ିଥିଲା।
Conclusion:ଫଳରେ ୧୫ ଜଣ ଯାତ୍ରୀ ଆହତ ହୋଇଥିଲେ। ଖବର ପାଇଁ କୁତ୍ରା ଥାନା ପୁଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.