ETV Bharat / city

ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ବନ୍ଦ ପାଳିଲା ରାଉରକେଲା

author img

By

Published : Feb 5, 2020, 8:09 PM IST

ରାଉରକେଲା ବି ଦେଖିବାକୁ ମିଳିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି । ବିଭିନ୍ନ ଓକିଲ ସଂଘ ପକ୍ଷରୁ ବନ୍ଦ ପାଳନ କରାଯାଇଥିବାବେଳେ, ଯାତାୟାତା ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା । ଅଧିକ ପଢନ୍ତୁ...

demanding high court bench in western odisha
ସ୍ଥାୟୀ ବେଞ୍ଚ ଦାବିରେ ବନ୍ଦ ପାଳିଲା ରାଉରକେଲା

ରାଉରକେଲା: 12 ଘଣ୍ଟିଆ ପଶ୍ଚିମ ଓଡିଶା ବନ୍ଦର ପ୍ରଭାବ ଷ୍ଟିଲ ସିଟିରେ ଦେଖିବାକୁ ମିଳିଥିଲା । ସୁନ୍ଦରଗଡ ଜିଲ୍ଲା ଓକିଲ ସଂଘ ପକ୍ଷରୁ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରାଯିବା ଦ୍ବାରା ସହରରେ ସମ୍ପୂର୍ଣ୍ଣ ଠପ ହୋଇପଡିଥିଲା ଯାତାୟତ ସେବା । ଏହା ସହ ସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ ସହ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା ।

ସ୍ଥାୟୀ ବେଞ୍ଚ ଦାବିରେ ବନ୍ଦ ପାଳିଲା ରାଉରକେଲା

ସେହିଭଳି ବଣାଇ ଓକିଲ ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ । ରାଜଗାଙ୍ଗପୁରରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିବାବେଳେ, ଜିଲ୍ଲାର ବସ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ବହୁ ଯାତ୍ରୀ ହଇରାଣ ହରକତର ସାମ୍ନା କରିଥିଲେ ।

ସେପଟେ, ସୁନ୍ଦରଗଡ ଜିଲ୍ଲା ଓକିଲ ସଂଘର ସଭାପତି ଦୁଷ୍ମନ୍ତ କୁମାରଙ୍କ ଅନୁଯାୟୀ, ଏହା ସ୍ବାଭିମାନର ପ୍ରଶ୍ନ ତଥା ସରକାରଙ୍କୁ ଦାବି ମାନି ନେବା ଦରକାର ନଚେତ ଏହା ଅଲଗା କୋଶଳ ରାଜ୍ୟ ଆଡକୁ ଯିବ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା_ ପଶ୍ଚିମ ଓଡ଼ିଶା ରେ ହାଇ କୋର୍ଟ ବେଞ୍ଚ ସ୍ଥାପନା ଦବିବ୍ରେ ଆଜି ପଶ୍ଚିମ ଓଡ଼ିଶା ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଥିଲା। ସୁନ୍ଦରଗଡ଼ ଜିଲ୍ଲା ଓକିଲ ସଂଘ ତରଫରୁ ଆଜି ସକାଳୁ ବିଭିନ୍ନ ସ୍ଥାନ ରେ ରାସ୍ତା ରୋକୋ ଆନ୍ଦୋଳନ ଯୋଗୁଁ ପରିବହ ନ ଚଳାଚଳ ସମ୍ପୂର୍ଣ ଭାବରେ ବନ୍ଦ ରହି ଥିଲା। ସରକାରୀ କାର୍ଯ୍ୟାଳୟ ତଥା ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା।

Body:ସେହି ଭଳି ରାଉରକେଲା ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ଥିଲା। ବଣାଇ ଓକିଲ ସଂଘ ର ବନ୍ଦ ଡାକରା ଯୋଗୁଁ ବଜାର ସହିତ ସରକାରୀ କାର୍ଯ୍ୟାଳୟ ତଥା ସ୍କୁଲ ମଧ୍ୟ ବନ୍ଦ ଥିଲା। ରାଜଗାଙ୍ଗପୁର ରେ ମଧ୍ୟ ବନ୍ଦ ର ପ୍ରଭାବ ଦେଖିବା କୁ ମିଳି ଥିଲା। ଜିଲ୍ଲା ରେ ବସ୍ ସେବା ସମ୍ପର୍ନ୍ନ ଭାବରେ ବନ୍ଦ ରହିବାରୁ ଲୋକ ମାନେ ବହୁତ୍ ହଇରାଣ ହୋଇ ଥିଲେ।
Conclusion:
ସୁନ୍ଦରଗଡ଼ ଜିଲ୍ଲା ଓକିଲ ସଂଘର ସଭାପତି ଦୁଷ୍ମନ୍ତ କୁମାର ନାୟକ କହି ଥିଲେ ଏହା ସ୍ୱାଭିମାନ ର ପ୍ରଶ୍ନ ତଥା ସରକାରଙ୍କୁ ଦାବି ମାନି ନେବା ଦରକାର ନଚେତ୍ ଏହା ଅଲଗା କୋଶଳ ରାଜ୍ୟ ଆଡକୁ ଯିବ।
Byte_ଦୁଷ୍ମନ୍ତ ନାୟକ,ସଭାପତି, ସୁନ୍ଦରଗଡ଼ ଜିଲ୍ଲା ଓକିଲ ସଂଘ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.