ETV Bharat / city

ଜୁଆ ଆଡ୍ଡା ଉପରେ ଚଢାଉ, 10 ଗିରଫ

ଆକ୍ସନ ମୁଡରେ ରାଉରକେଲା ପୋଲିସ । ସହରରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ । ଗୋଟିଏ କାର, ଗୋଟିଏ ସ୍କୁଟି ଜବତ କରିଛି ପୋଲିସ । 10ଜଣ ଜୁଆଡି ଗିରଫ ।

author img

By

Published : Sep 28, 2019, 9:03 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ରାଉରକେଲା ପୋଲିସକୁ ବଡ ସଫଳତା । ଦୀର୍ଘଦିନରୁ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ କରି 10ଜଣଙ୍କୁ ଗିରଫ କରିଛି । ଏହା ସହ ଗୋଟିଏ କାର, ଗୋଟିଏ ସ୍କୁଟି ଜବତ କରିଛି ପୋଲିସ । ଏହାସହ କିଛି ଟଙ୍କା, ତାସ ମଧ୍ୟ ଜବତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲାରେ ନୂତନ ଏସପି ଯୋଗଦେବା ପରେ ଜୁଆ ଆଡ୍ଡା ଉପରେ ଏହା ପ୍ରଥମ କାର୍ଯ୍ୟାନୁଷ୍ଠାନ । ଯାହାକୁ ନେଇ ସହରରେ ଲାଗିରହିଛି ଚର୍ଚ୍ଚା ।

ରାଉରକେଲାରୁ ରାଜେନ୍ଦ୍ର ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ସେକ୍ଟର-7 ପୋଲିସ 10 ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ତାଙ୍କ ପାଖରୁ ଟଙ୍କା, ତାଶ,ମୋବାଇଲ, ତଥା 1 କାର ତଥା ସ୍କୁଟି, ମୋଟରସାଇକଲ ଜପତ କରିଛି।Body:ବସ୍ତିଆଭାବନ ପଛ ପଟେ ଝାଡ଼ି ରହିଛି ତଥା ସେଠାରେ ବର୍ଷ ବର୍ଷ ଧରି ଚାଲିଥିଲା ଜୁଆ ଅଡ୍ଡା। ସହର ର ବିଭିନ୍ନ ଭାଗ ରୁ ଜୁଆଦି ଆସି ଥିଲେ। ଗାଡି କୁ ସେମାନେ ଷ୍ଟାଡିଅମ ସାମ୍ନା ରେ ଠିଆ କରି ଜୁଆ ଅଡ୍ଡା କୁ ଯାଉଥିଲେ।
Conclusion:ନୂଆ sp କାର୍ଯ୍ୟଭାର ଗ୍ରହଣ କରିବା ପରେ ଏହି ଆଡ୍ଡା ର ଖବର ପାଇବା ପରେ ପୋଲିସ ଚଡଓ କରି ଥିଲା।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.