ETV Bharat / city

10 ଫୁଟିଆ ଅଜଗର ସାପ ଉଦ୍ଧାର - ଅଜଗର ସାପ ଉଦ୍ଧାର

ରାଉରକେଲା ବ୍ରାହ୍ମଣୀ କ୍ଲବ ପରିସରରୁ ଅଜଗର ସାପ ଉଦ୍ଧାର । ଏହାର ଲମ୍ବା ପ୍ରାୟ 10 ଫୁଟ ଥିବା ଜଣା ପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Sep 25, 2019, 6:51 AM IST

ରାଉରକେଲା: 10 ଫୁଟିଆ ଅଜଗର ସାପ ଉଦ୍ଧାର । ରାଉରକେଲା ବ୍ରାହ୍ମଣୀ କ୍ଲବ ପରିସରରୁ ମଙ୍ଗଳବାର ସନ୍ଧ୍ୟାରେ ଏହି ଅଜଗର ସାପ ଉଦ୍ଧାର କରାଯାଇଛି । ସେଠାକାର ଜଣେ କର୍ମଚାରୀ ସାପକୁ ଧରିବାରେ ସଫଳ ହୋଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

10 ଫୁଟିଆ ଅଜଗର ସାପକୁ କ୍ଲବ ପରିସରରେ ଦେଖିବା ପରେ ସେଠାକାର କର୍ମଚାରୀ ମାନଙ୍କ ସହିତ ଅନ୍ୟମାନେ ଏକତ୍ରିତ ହୋଇ ଥିଲେ । ଏହାପରେ ସେମାନେ ସାପକୁ କାବୁ କରିବାରେ ସଫଳ ହୋଇଥିଲେ । ତେବେ ଉଦ୍ଧାର ପରେ ସାପଟିକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା _ ସମ୍ଭ୍ରାନ୍ତ ଲୋକ ମାନଙ୍କ ପାଇଁ ଉଦିଷ୍ଟ ତଥା ଓଡିଶା ରେ ଜଣା ଶୁଣା ବ୍ରାହ୍ମଣୀ କ୍ଲବ ପରିସରରୁ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଜଗର ସାପ ଉଦ୍ଧାର କରାଯାଇଛି । ଜଣେ କର୍ମଚାରୀ ସାପ କୁ ଧରୁବାରେ ସଫଳ ହୋଇ ଥିଲେ। ଏହି ସାପ କୁ ଦେଖିବା ପରେ ସେଠାକାର କର୍ମଚାରୀ ମାନଙ୍କ ସହିତ ଅନ୍ୟ ମନେ ଏକତ୍ରିତ ହୋଇ ଥିଲେ। ତା ପରେ ପରେ ବନ ବିଭାଗ କୁ ଖବର ଦିଆ ଯାଇ ଥିଲା।Body: ଏହି ସାପ ଟିର ଲମ୍ବ 10ଫୁଟ ହେବ ବୋଲି ସୂଚନା ଦେଇଛନ୍ତି କ୍ଲବ ର ଅଧ୍ୟକ୍ଷ ସୁବ୍ରତ ପଟନାୟକ । ବନ ବିଭାଗର କର୍ମଚାରୀ ମାନେ ପହଞ୍ଚି ସାପଟିକୁ ନିଜ ହେଫଜାତ କୁ ନେଇଛନ୍ତି ।
Conclusion:ବନ ବିଭାଗ ସାପ କୁ ଦୂର ଜଙ୍ଗଲ ରେ ଛାଡିବ ବୋଲି କୁହ ଯାଉଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.