ETV Bharat / city

ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକାଙ୍କୁ ତାଲା - puri news

ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ବରିଷ୍ଠ ଆଇଏଏସ ଅଧିକାରୀ ଶାଳିନୀ ପଣ୍ଡିତଙ୍କୁ ହଟହଟା ହେବାକୁ ପଡିଛି । ଜେଡଏସଏସ ଅସ୍ଥାୟୀ କର୍ମଚାରୀ ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇ ରଖିଥିଲେ । ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ
author img

By

Published : Nov 20, 2019, 6:46 PM IST

ପୁରୀ: ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ବରିଷ୍ଠ ଆଇଏଏସ ଅଧିକାରୀ ଶାଳିନୀ ପଣ୍ଡିତଙ୍କୁ ହଟହଟା ହେବାକୁ ପଡିଛି । ପୁରୀ ମେଡିକାଲ ପରିଦର୍ଶନରେ ଆସିଥିବା ନିର୍ଦ୍ଦେଶିକାଙ୍କୁ କିଛି ଘଣ୍ଟା ପାଇଁ ଜେଡଏସଏସ ଅସ୍ଥାୟୀ କର୍ମଚାରୀ ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇ ରଖିଥିଲେ । ପରେ ପୋଲିସ ସହାୟତାରେ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କୁ ଆନ୍ଦୋଳନକାରୀ ମାନଙ୍କ ଠାରୁ ଉଦ୍ଧାର କରାଯାଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ପୁରୀ

ଦୀର୍ଘ ଆଠମାସ ହେବ ଦରମା ନପାଇ ଜେଡଏସଏସ କର୍ମଚାରୀ ମାନେ କାର୍ଯ୍ୟ କରିଆସୁଥିବା ବେଳେ ବେଶ କିଛିଦିନ ଧରି ଆନ୍ଦୋଳନ କରୁଥିବା ଜଣାପଡିଛି । ସିଡିଏମଓ ଓ ଜିଲ୍ଲାପାଳଙ୍କୁ ଦରମା ନପାଇବା ସଂକ୍ରାନ୍ତରେ ଆନ୍ଦୋଳନ କାରୀ ମାନେ ଅବଗତ କରାଇଥିବା ସତ୍ତ୍ବେ କୌଣସି ସୁଫଳ ମିଳିନଥିବା କୁହାଯାଇଛି । ଶେଷରେ ଆନ୍ଦୋଳନକାରୀ ମାନେ ଆଜି ବାଧ୍ୟ ହୋଇ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ତାଲା ପକାଇଥିବା ମତ ରଖିଛନ୍ତି।

ଅନ୍ୟପଟେ କର୍ମଚାରୀ ମାନଙ୍କ ଦାବି ସମ୍ପର୍କରେ ଗତ ରୋଗୀ କଲ୍ୟାଣ ସମିତି ବୈଠକରେ ଆଲୋଚନା କରାଯାଇ ବିହିତ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ବେଳେ ସରକାରଙ୍କ ଅନୁମୋଦନ ପରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସିଡିଏମଓ ସୂଚନା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Nrhm ନିର୍ଦ୍ଦେଶକ ହେଲେ ହଟ ହଟାBody:Anchor- nhm ମିଶନ ଡ଼ାଇରେକ୍ଟର ବରିଷ୍ଠ ଆଇଏସ ଅଧିକାରୀ ଶାଳିନୀ ପଣ୍ଡିତ ଆଜି ପୁରୀରେ ହେଲେ ହଟହାଟ | ପୁରୀ ମେଡିକାଲ ପରିଦର୍ଶନ ରେ ଆସିଥିବା ପଣ୍ଡିତଙ୍କୁ କିଛି ଘଣ୍ଟା ପାଇଁ ଜେଡଏସଏସ ଅସ୍ଥାୟୀ କର୍ମଚାରୀ ମାନେ ଜିଲ୍ଲା ମୁଖ୍ୟ ଚିକିସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇ ରଖିଥିଲେ | ପରେ ପୋଲିସ ସହାୟତା ରେ ଶାଳିନୀ ପଣ୍ଡିତଙ୍କୁ ଆନ୍ଦୋଳନକାରୀ ମାନଙ୍କ ଠାରୁ ଉଦ୍ଧାର କରାଯାଇଥିବା ଜଣାପଡିଛି | ଦୀର୍ଘ ଆଠମାସ ହେବ ଦରମା ନପାଇ ଜେଡଏସଏସ କର୍ମଚାରୀ ମାନେ କାର୍ଯ୍ୟକରୀ ଆସୁଥିବା ବେଳେ ବେଶ କିଛିଦିନ ଧରି ଆନ୍ଦୋଳନ କରୁଥିବା ଜଣାପଡିଛି | ସିଡିଏମଓ ଓ ଜିଲ୍ଲାପାଳଙ୍କୁ ଦରମା ନପାଇବା ସଂକ୍ରାନ୍ତରେ ଆନ୍ଦୋଳନ କାରୀ ମାନେ ଅବଗତ କରାଇଥିବା ସତ୍ୱେ କୌଣସି ସୁଫଳ ନମିଳିବା ଯୋଗୁଁ ଆନ୍ଦୋଳନ କାରୀ ମାନେ ଆଜି ବାଧ୍ୟ ହୋଇ nhm ମିଶନ ଡ଼ାଇରେକ୍ଟରଙ୍କୁ ତାଲା ପକାଇଥିବା ମତ ରଖିଛନ୍ତି | ଅନ୍ୟପଟେ କର୍ମଚାରୀ ମାନଙ୍କ ଦାବି ସମ୍ପର୍କରେ ଗତ ରୋଗୀ କଲ୍ୟାଣ ସମିତି ବୈଠକରେ ଆଲୋଚନା କରାଯାଇ ବିହିତ ପଦକ୍ଷେପ ନିଆଯିବ ବୋଲି ନିଷ୍ପତି ନିଆଯାଇଥିବା ବେଳେ ସରକାରଙ୍କ ଅନୁମୋଦନ ପରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସିଡିଏମଓ ସୂଚନା ଦେଇଛନ୍ତି |
Byte- ନୀଳକଣ୍ଠ ମିଶ୍ର ( ସିଡିଏମଓ, ପୁରୀ )
Byte- ତପନ କୁମାର ସେଠୀ ( ଠିକା କର୍ମଚାରୀ )

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.