ETV Bharat / city

Containment Zone: ପୁରୀରେ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ

author img

By

Published : Jan 3, 2022, 9:27 PM IST

ପୁରୀ ପୋୖରାଞ୍ଚଳର ୱାର୍ଡ ନମ୍ବର 12ରୁ ସୋନା ଇଣ୍ଟର ନ୍ୟାସନାଲ ହୋଟେଲ ଆଖପାଖ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ (micro containment zone in Puri) ଅଞ୍ଚଳ ଘୋଷଣା ହୋଇଛି । ଅଧିକ ପଢନ୍ତୁ

ପୁରୀରେ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ
ପୁରୀରେ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ

ପୁରୀ: ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍ । ପୁରୀ ପୌରାଞ୍ଚଳର ୱାର୍ଡ ନମ୍ବର 12ରୁ ସୋନା ଇଣ୍ଟର ନ୍ୟାସନାଲ ହୋଟେଲ ଆଖପାଖ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ (micro containment zone in Puri) ଅଞ୍ଚଳ ଘୋଷଣା ହୋଇଛି ।

ପୌରାଞ୍ଚଳର ୱାର୍ଡ ନମ୍ବର 12ରୁ ସୋନା ଇଣ୍ଟର ନେସନାଲ ହୋଟେଲ ଆଖପାଖ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି । ଉକ୍ତ ହୋଟେଲରୁ ଜଣେ ପର୍ଯ୍ୟଟକଙ୍କ ସମେତ ଦୁଇ ଜଣ ହୋଟେଲ କର୍ମଚାରୀଙ୍କ କୋଭିଡ ଟେଷ୍ଟ ରିପୋର୍ଟ ଓମିକ୍ରନ ଭାରିଏଣ୍ଟ ପଜିଟିଭ୍ ଆସିବା ପରେ ଜିଲ୍ଲା ପ୍ରଶାସନ ସତର୍କତା ମୂଳକ ପଦକ୍ଷେପ ନେଇଛି । ଉକ୍ତ ହୋଟେଲ ସମେତ ଆଖ ପାଖ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇ ଉକ୍ତ ଅଞ୍ଚଳରେ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି ।

ସେପଟେ ଗତ 24 ଘଣ୍ଟା ଭିତରେ ପୁରୀରୁ ୧୨ ଜଣ କୋଭିଡ ପଜିଟିଭ ଚିହ୍ନଟ ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ତେବେ ସମସ୍ତଙ୍କୁ କୋଭିଡ କଟକଣା ମାନିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.