ETV Bharat / city

ଏମାର ମଠ ଉଚ୍ଛେଦ, ଅନ୍ଧାରୀ ସୁଡଙ୍ଗକୁ ନେଇ ଚର୍ଚ୍ଚା - emara matha demolition

ରହସ୍ୟ ଘେରରେ ଏମାର ମଠର ଭୂତଳ ଘର। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କେହି ଏହାକୁ ଭୂତଳ କୋଠା କହୁଥିବା ବେଳେ କେହି ଏହାକୁ ସୁଡଙ୍ଗ ବୋଲି କହୁଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ପୁରୀ
author img

By

Published : Aug 29, 2019, 5:06 PM IST

ପୁରୀ: ସହରରେ ଚାଲିଛି ଏମାର ମଠର ଉଛେଦ ପ୍ରକ୍ରିୟା । ଏହି କ୍ରମରେ ମାଟି ତଳେ ଏକ ଭୂତଳ ଘର ଠାବ ହୋଇଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କେହି ଏହାକୁ ଭୂତଳ କୋଠା କହୁଥିବା ବେଳେ କେହି ଏହାକୁ ସୁଡଙ୍ଗ ବୋଲି କହୁଛନ୍ତି। ଏହା ଭିତରେ ବହୁ ଦୁର୍ଲଭ ପଦାର୍ଥ ସୁନା , ହୀରା , ମୋତି, ମାଣିକ ଥିବା ଲୋକେ ସନ୍ଦେହ କରୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ପୁରୀ

ସୂଚନା ଅନୁସାରେ, 2011 ମସିହାରେ ଏହି ଏମାର ମଠ ଉଚ୍ଛେଦ ବେଳେ ବହୁ ପରିମାଣର ରୁପା ଇଟା ବାହାରିଥିଲା । ଯାହାର ହାରାହାରି ମୂଲ୍ୟ 90 କୋଟି ବୋଲି ଜଣାପଡିଥିଲା । ପୂର୍ବରୁ ଏମାର ମଠ ସାରା ରାଜ୍ୟରେ ସବୁଠୁ ଧନୀ ମଠ ଭାବେ ପରିଗଣିତ ଥିଲା ବୋଲି ସୂଚନା ମିଳିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ସୁଡଙ୍ଗ ନେଇ ଚର୍ଚ୍ଚା

Body:ପୁରୀ ରେ ଚାଲିଛି ଏମାର ମଠର ଉଛେଦ। ଏହି କ୍ରମ ରେ ମାଟି ତଳେ ଏକ ଭୂତଳ ଘର ଠାବ ହୋଇଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କେହି କେହି ଏହା ସୁଡଙ୍ଗ ବୋଲୀ କହୁଛନ୍ତି। ଏହା ଭିତରେ ବୋହୁ ଦୁର୍ମୂଲ୍ୟ ପଦାର୍ଥ ସୁନା , ହୀରା , ମୋତି, ମାଣିକ ଥିବା ଲୋକେ ସନ୍ଦେହ କରୁଛନ୍ତି। କାରଣ 2011 ମସିହାରେ ଏହି ଏମାର ମଠ ଏହି ସ୍ଥାନରେ ଉଚ୍ଛେଦ ବେଳେ ରୁପା ଇଟା ବାହାରିଥିଲା। ପୂର୍ବରୁ ଏମାର ମଠ ସାରା ରାଜ୍ୟରେ ସବୁଠୁ ଧନୀ ମଠ ଭାବେ ପରିଗଣିତ ଥିଲା। ତେବେ ଘଟଣା ସ୍ଥଳରୁ ଏ ନେଇ ଅଧିକ ସୂଚନା ଦେଇଛନ୍ତି ଆମ ରିପୋର୍ଟ ର ଶକ୍ତି ପ୍ରସାଦ ମିଶ୍ର

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.