ETV Bharat / city

ଚପଲ ପିନ୍ଧି ମହାପ୍ରସାଦ ସେବନ କଲେ ପର୍ଯ୍ୟଟକ, ଜଗନ୍ନାଥ ପ୍ରେମୀ ମହଲରେ ତୀବ୍ର ପ୍ରତିକ୍ରିୟା

author img

By

Published : Oct 19, 2021, 8:53 PM IST

ମହାପ୍ରସାଦକୁ ଅସମ୍ମାନ । ଚପଲ ପିନ୍ଧି ମହାପ୍ରସାଦ ଖାଉଥିବା ବ୍ୟକ୍ତିଙ୍କ ଭିଡିଓ ଭାଇରଲ । ଜଗନ୍ନାଥ ପ୍ରେମୀ ମହଲରେ ତୀବ୍ର ପ୍ରତିକ୍ରିୟା । ଅଧିକ ପଢନ୍ତୁ...

ଚପଲ ପିନ୍ଧି ମହାପ୍ରସାଦ ସେବନ କଲେ ପର୍ଯ୍ୟଟକ, ଜଗନ୍ନାଥ ପ୍ରେମୀ ମହଲରେ ତୀବ୍ର ପ୍ରତିକ୍ରିୟା
ଚପଲ ପିନ୍ଧି ମହାପ୍ରସାଦ ସେବନ କଲେ ପର୍ଯ୍ୟଟକ, ଜଗନ୍ନାଥ ପ୍ରେମୀ ମହଲରେ ତୀବ୍ର ପ୍ରତିକ୍ରିୟା

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ପ୍ରତି ଅବମାନନା ନେଇ ସାମ୍ନାକୁ ଆସିଛି ଅଭିଯୋଗ । ଚପଲ ପିନ୍ଧି ମହାପ୍ରସାଦ ଖାଉଥିବା ବ୍ୟକ୍ତିଙ୍କ ଭିଡିଓ ଭାଇରଲ । ଏନେଇ ଜଗନ୍ନାଥ ପ୍ରେମୀଙ୍କ ମହଲରେ ତୀଵ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ପୁରୀ ଲାଇଟ ହାଉସ ଅଞ୍ଚଳ ସମୁଦ୍ରକୂଳର ସିଟିଙ୍ଗ ୱାଲ ଉପରେ ଚପଲ ପିନ୍ଧି ବସି କିଛି ପର୍ଯ୍ୟଟକ ମହାପ୍ରସାଦ ସେବନ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । କୋଟି କୋଟି ହିନ୍ଦୁଙ୍କ ଭାବାବେଗ ସହ ଜଡିତ ଶ୍ରୀଜୀଉଙ୍କ ମହାପ୍ରସାଦର ଅସମ୍ମାନକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ଜଗନ୍ନାଥପ୍ରେମୀ । ଏନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ପରମ୍ପରା ଅନୁଯାୟୀ ମହାପ୍ରସାଦ ତଳେ ବସି ସେବନ କରାଯାଏ । ହେଲେ ଚପଲ ପିନ୍ଧି ମହାପ୍ରସାଦ ସେବନ ଭିଡିଓ ଭାଇରଲ ପରେ ଏହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା ହେଉଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.