ETV Bharat / city

ସଅଳ ସରିଲା ବାହୁଡା ଯାତ୍ରା, ସିଂହଦ୍ବାର ସମ୍ମୁଖରେ ତିନି ରଥ

author img

By

Published : Jul 12, 2019, 6:09 PM IST

Updated : Jul 12, 2019, 9:29 PM IST

ସଅଳ ଶେଷ ହୋଇଛି ବାହୁଡା ଯାତ୍ରା । ସମସ୍ତ ନୀତିକାନ୍ତି ଶୀଘ୍ର ଶେଷ ହେବାପରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଟଣା ଆରମ୍ଭ ହୋଇଥିଲା । ପରେ ଶ୍ରୀମନ୍ଦିର ଅଭିମୁଖେ ଗଡିଥିଲା ଦର୍ପଦଳନ ଓ ଶେଷରେ କାଳିଆ ଠାକୁର ରଥକୁ ଟାଣିଥିଲେ ଭକ୍ତ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ସବୁ ସେଇ ପ୍ରଭୁଙ୍କର ଇଚ୍ଛା । ଲୀଳାମୟଙ୍କ ବିଚିତ୍ର ଲୀଳା । ଶୁକ୍ରବାର ବଡ଼ଦାଣ୍ଡରେ ସୃଷ୍ଟି ହୋଇଥିଲା ବିଶାଳ ଜନ ସମୁଦ୍ର । ଶ୍ରଦ୍ଧା ଓ ଭକ୍ତିର ସହ ସମସ୍ତେ ତିନି ରଥକୁ ଟାଣି ଆଣି ସିଂହଦ୍ବାର ସମ୍ମୁଖରେ ପହଞ୍ଚାଇଛନ୍ତି । ସଅଳ ଶେଷ ହୋଇଛି ବାହୁଡା ଯାତ୍ରା । ସମସ୍ତ ନୀତିକାନ୍ତି ଶୀଘ୍ର ଶେଷ ହେବାପରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଟଣା ଆରମ୍ଭ ହୋଇଥିଲା । ପରେ ଶ୍ରୀମନ୍ଦିର ଅଭିମୁଖେ ଗଡିଥିଲା ଦର୍ପଦଳନ ଓ ଶେଷରେ କାଳିଆ ଠାକୁର ରଥକୁ ଟାଣିଥିଲେ ଭକ୍ତିଭାବରେ ଜଡସଡ ଭକ୍ତବୃନ୍ଦ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଶେଷ ହୋଇଛି ବାହୁଡା ଯାତ୍ରା । ଲକ୍ଷାଧିକ ଭକ୍ତଙ୍କ ଗହଣରେ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଛି ତିନି ରଥ । ପ୍ରଥମେ ତାଳଧ୍ବଜ ପରେ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷ ରଥ ପହଞ୍ଚିଛି ।

ଶ୍ରୀନଅର ନିକଟରେ ଲକ୍ଷ୍ମୀନାରାୟଣ ଭେଟ ପରେ ନନ୍ଦିଘୋଷ ରଥ ପଛରେ ଆସି ଶ୍ରୀମନ୍ଦିର ନିକଟରେ ପହଞ୍ଚିଛି । ତିନି ରଥ ଶ୍ରୀମନ୍ଦିର ସାମ୍ନାରେ ପହଞ୍ଚିବା ପରେ ଆସନ୍ତାକାଲି ସୁନାବେଶ କରାଯିବ । ତେବେ ଶ୍ରୀମନ୍ଦିର ନିକଟରେ ରଥ ପହଞ୍ଚିବା ପରେ ସନ୍ଧ୍ୟା ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

BLANK  FOR STORY

Conclusion:
Last Updated : Jul 12, 2019, 9:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.