ETV Bharat / city

ଗୁଣ୍ଡିଚା ମନ୍ଦିର ପରିସରରେ ପରିସ୍ରା କଲେ ପୋଲିସ ବାବୁ, ଭିଡିଓ ଭାଇରାଲ

author img

By

Published : Jun 29, 2020, 6:04 PM IST

ମହାପ୍ରଭୁଙ୍କ ମାଉସୀ ଘର ବାଡ଼ିରେ ପରିସ୍ରା କରିବା ପଡ଼ିଲା ମହଙ୍ଗା । ଏମିତି ମହଙ୍ଗା ପଡ଼ିଲା ଯେ ଶେଷରେ ନିଲମ୍ବିତ ହେଲେ ପୋଲିସ କର୍ମଚାରୀ । ସୋସିଆଲ ମିଡ଼ିଆରେ ପରିସ୍ରା କରୁଥିବାର ଭିଡ଼ିଓ ଭାଇରାଲ ପରେ ପ୍ରଶାସନ ନେଇଛି ଏପରି କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ..

ଗୁଣ୍ଡିଚା ମନ୍ଦିର ପରିସରରେ ପରିସ୍ରା କଲେ ପୋଲିସ ବାବୁ, ଭିଡିଓ ଭାଇରଲ

ପୁରୀ: ଗୁଣ୍ଡିଚା ମନ୍ଦିର ପରିସରରେ ପରିସ୍ରା କରିବା ଭିଡିଓ ଭାଇରଲ ପରେ ନିଲମ୍ବିତ ହୋଇଛନ୍ତି ଜଣେ ପୋଲିସ କର୍ମଚାରୀ । ପୁରୀ ଜଗନ୍ନାଥ ମନ୍ଦିର ପୋଲିସ କର୍ମଚାରୀ ସୁଦର୍ଶନ ସାହୁଙ୍କୁ ନିଲମ୍ବନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ଗୁଣ୍ଡିଚା ମନ୍ଦିର ପରିସରରେ ପରିସ୍ରା କରିବା ଅଭିଯୋଗରେ ନିଲମ୍ବିତ କରାଯାଇଛି। ଏ ନେଇ ଏକ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହି ଘଟଣାର ତଦନ୍ତ କରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.