ETV Bharat / city

ରଥଯାତ୍ରା ପ୍ରସ୍ତୁତି, ଗଜପତିଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ

ଆରମ୍ଭ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ପରିଚାଳନା ନେଇ ଆଲୋଚନା । ଅଧିକ ପଢନ୍ତୁ

author img

By

Published : Jun 7, 2022, 12:30 PM IST

Updated : Jun 7, 2022, 1:08 PM IST

ପାଖେଇ ଆସୁଛି ରଥଯାତ୍ରା, ଗଜପତିଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ: ଆରମ୍ଭ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ରାଜେନ୍ଦ୍ରାଭିଷେକ ଠାରୁ ଆରମ୍ଭ କରି ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତିକାନ୍ତି, ସ୍ନାନଯାତ୍ରା, ରଥଯାତ୍ରା ଏବଂ ବାହୁଡା ଯାତ୍ରାର ବ୍ୟବସ୍ଥା ଉପରେ ଚାଲିଛି ଆଲୋଚନା । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେଏହି ବୈଠକ ଅନୁଷ୍ଠିତ ହୋଇଛି । ସେହିପରି ବୈଠରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, SP, ପରିଚଳନା କମିଟି ସଦସ୍ୟ, ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଛନ୍ତି ।

ରଥଯାତ୍ରା ପ୍ରସ୍ତୁତି, ଗଜପତିଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ

ଚଳିତ ବର୍ଷ ଭକ୍ତଙ୍କ ଗହଣରେ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ ନେଇ ସରକାର ପ୍ରସ୍ତୁତ ଥିବାବେଳେ ଏହା କିଭଳି ଶୃଙ୍ଖଳିତ ଭାବେ ଆୟୋଜନ ହୋଇ ପାରିବ ସେନେଇ ବିଶେଷ ଗୁରୁତ୍ବ ଦେଇଛି ଶ୍ରୀମନ୍ଦିର ପ୍ରଶାସନ ।

ଇଟିଭି ଭାରତ, ପୁରୀ

Last Updated : Jun 7, 2022, 1:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.