ETV Bharat / city

ମାଟିରେ ମିଶିବ ସାନଛତା ମଠ

author img

By

Published : Dec 11, 2019, 12:46 PM IST

Updated : Dec 11, 2019, 1:45 PM IST

ଶ୍ରୀମନ୍ଦିର ସୁରକ୍ଷା ଜୋନ 75 ମିଟର ଭିତରେ ଥିବା ଗୃହ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକର ଉଚ୍ଛେଦ ଜାରି ରହିଛି । ଏହି କ୍ରମରେ ବୁଧବାର ପାଳି ପଡିଛି ଦୋଳବେଦୀ କୋଣରେ ଥିବା ସାନଛତା ମଠ । ଅଧିକ ଖବର ପଢନ୍ତୁ...

ମାଟିରେ ମିଶିଲା ସାନଛତା ମଠ
ମାଟିରେ ମିଶିଲା ସାନଛତା ମଠ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ଜୋନ 75 ମିଟର ଭିତରେ ଥିବା ଗୃହ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକର ଉଚ୍ଛେଦ ଜାରି ରହିଛି । ଏହି କ୍ରମରେ ବୁଧବାର ପାଳି ପଡିଛି ଦୋଳବେଦୀ କୋଣରେ ଥିବା ସାନଛତା ମଠ । ମଙ୍ଗୁମଠ ପରେ ବୁଧବାର ସାନ ଛତାମଠ ଉଚ୍ଛେଦ ଆରମ୍ଭ ହୋଇଛି ।

ମାଟିରେ ମିଶିଲା ସାନଛତା ମଠ

ପୁରୀର ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସଙ୍କ ଉପସ୍ଥିତିରେ 4 ପ୍ଲାଟୁନ ଫୋର୍ସ ସହାୟତାରେ ଏହି ଉଚ୍ଛେଦ ଆରମ୍ଭ ହୋଇଛି । ତେବେ ମଠର ମନ୍ଦିର, ଗାଦି ସୁରକ୍ଷିତ ରହିବ ସେଗୁଡ଼ିକର ବିକାଶରେ ଉନ୍ନତି ଆଣିବେ ସରକାର ।

ତେବେ ମଠର କେଵଳ ବ୍ୟବସାୟ ପ୍ରତିଷ୍ଠାନ ଉଚ୍ଛେଦ କରାଯାଇଛି । ନିୟମ ଅନୁଯାୟୀ ସରକାର ଏହାର କ୍ଷତିପୂରଣ ମଧ୍ୟ ମଠକୁ ପ୍ରଦାନ କରିବେ । ଏହି ମଠ ଉଚ୍ଛେଦ ଫଳରେ ମହାପ୍ରଭୁଙ୍କର ଥିବା ଦୋଳବେଦୀକୁ ଯିବା ପାଇଁ ପ୍ରଶସ୍ତ ରାସ୍ତା ମିଳିବ। ଫଳରେ ଭକ୍ତ ମାନେ ଭଲରେ ଯାତାୟତ କରି ପାରିବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ସାନ ଛତା ମଠ ଉଛେଦ ଆରମ୍ଭBody:ଶ୍ରୀମନ୍ଦିର ସୁରକ୍ଷା ଯୋନ 75 ମିଟର ଭିତରେ ଥିବା ଗୃହ ଗୁଡିକ ଉଛେଦ ଜାରି ରହିଛି। ଏହି କ୍ରମରେ ଆଜି ପାଳି ପଡିଛି ଦୋଳ ବେଦୀ କୋଣ ରେ ଥିବା ସାନ ଛତା ମଠ। ଆଜି ସାନ ଛତା ମଠ ଉଛେଦ ଆରଂଭ ହୋଇଛି। ପୁରୀ ର ସ୍ୱତନ୍ତ୍ର ଅତିରିକ୍ତ ଜିଲାପାଳ ବିନୟ କୁମାର ଦାସ ଙ୍କ ଉପସ୍ଥିତ ରେ 4 ପ୍ଲାଟୁନ ଫୋର୍ସ ସହାୟତା ରେ ଏହି ଉଛେଦ ଆରମ୍ଭ ହୋଇଛି। ତେବେ ମଠ ର ମନ୍ଦିର , ଗା ଦି ସୁରକ୍ଷିତ ରହିବ। ସେଗୁଡ଼ିକ ସରକାର ବିକାଶ ଉର୍ନ ତି କରିବେ । ତେବେ ମଠ ର କେଵଳ ବ୍ୟବସାୟ ପ୍ରତିଷ୍ଠାନ ଉଛେଦ କରାଯାଇଛି। ନୀୟମ ଅନୁଯାୟୀ ସରକାର ଏହାର କ୍ଷତି ପୂରଣ ମଧ୍ୟ ମଠ କୁ ପ୍ରଦାନ କରିବେ। ତେବେ ଏହି ମଠ ଉଛେଦ ଫଳରେ ମହାପ୍ରଭୁଙ୍କ ଥିବା ଦୋଳ ବେଦୀ କୁ ଯିବା ପାଇଁ ପ୍ରଶସ୍ତ ରାସ୍ତା ମିଳିବ। ଫଳରେ ଭକ୍ତ ମାନେ ଭଲରେ ଜାତା ୟତ କରି ପାରିବେ।

ବାଇଟ,, ବିନୟ କୁମାର ଦାସ ,, ଏଡିଏମ, ପୁରୀ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
Last Updated : Dec 11, 2019, 1:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.