ETV Bharat / city

ପୁରୀରେ କର୍ଫ୍ୟୁ କୋହଳ

author img

By

Published : Jul 1, 2020, 8:29 PM IST

ଆଜି(ବୁଧବାର) ଜିଲ୍ଲାରେ ସଂଧ୍ୟା ୬ଟାରୁ ରାତି ୯ଟା ଯାଏ କର୍ଫ୍ୟୁ କୋହଳ ହୋଇଛି ।

relaxation-in-curfew-at-puri
ପୁରୀରେ କର୍ଫ୍ୟୁ କୋହଳ

ପୁରୀ: ଆଜି (ବୁଧବାର) ଜିଲ୍ଲାରେ ସନ୍ଧ୍ୟା ୬ଟାରୁ ରାତି ୯ଟା ଯାଏ କର୍ଫ୍ୟୁ କୋହଳ ହୋଇଛି । ଲୋକଙ୍କ ଦୈନନ୍ଦିନ କାର୍ଯ୍ୟ ସୁବିଧା ପାଇଁ ଏହି ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ। ଏଣିକି ରାତି ୯ଟାରୁ ସକାଳ ୫ଟା ଯାଏ ବଳବତ୍ତର ରହିବ କର୍ଫ୍ୟୁ।

ସେହିପରି ଆସନ୍ତାକାଲି(ଗୁରୁବାର) ସକାଳ ୬ଟାରୁ ଦିନ ୩ଟା ଯାଏ କୋହଳ ହେବ କର୍ଫ୍ୟୁ । ସୁନାବେଶ ଥିବାରୁ ଆସନ୍ତାକାଲି ଦିନ ୩ଟାରୁ ରାତି ୧୦ଟା ଯାଏ କର୍ଫ୍ୟୁ ଜାରି ରହିବ। ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ଏହି ସୂଚନା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.