ETV Bharat / city

ଜଗନ୍ନାଥ ମନ୍ଦିର ବେଆଇନ ଖନନ ବିରୋଧ କଲା ରାମସେନା - ବ୍ରହ୍ମଗିରି ଜଗନ୍ନାଥ ମନ୍ଦିର ବେଆଇନ ଖନନ

ଜଗନ୍ନାଥ ମନ୍ଦିର ବେଆଇନ ଖନନକୁ ନେଇ ଗର୍ଜିଛି ରାମସେନା । ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ଏହି ବେଆଇନ ଖନନ କାର୍ଯ୍ୟକୁ ବିରୋଧ କରାଯିବ। ଅଧିକ ପଢ଼ନ୍ତୁ

ଜଗନ୍ନାଥ ମନ୍ଦିର ବେଆଇନ ଖନନ ବିରୋଧ କଲା ରାମସେନା

author img

By

Published : Apr 17, 2022, 5:52 PM IST

ବ୍ରହ୍ମଗିରି : ପୁରୀ ଜଗନ୍ନାଥ ମନ୍ଦିରର ୧୦୦ ମିଟର ପରିଧି ମଧ୍ୟରେ ଖନନ କାର୍ଯ୍ୟକୁ ବିରୋଧ କରିଛି ବ୍ରହ୍ମଗିରି ରାମସେନା । ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ବିରୋଧ କାର୍ଯ୍ୟକ୍ରମ ୨୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ରାମସେନା ପକ୍ଷରୁ ପ୍ରତି ବ୍ଲକ ସ୍ତରରେ ଏହି ବେଆଇନ ଖନନ କାର୍ଯ୍ୟକୁ ବିରୋଧ କରାଯିବ ବୋଲି ସେନା ପକ୍ଷରୁ କୁହାଯାଇଛି ।

ଜଗନ୍ନାଥ ମନ୍ଦିର ବେଆଇନ ଖନନ ବିରୋଧ କଲା ରାମସେନା

ଏନେଇ ଆଜି ବ୍ରହ୍ମଗିରି ରାମସେନା ସଭାପତି ରାଜେଶ କୁମାର ପରିଡ଼ାଙ୍କ ନେତୃତ୍ୱରେ ଅଲାରନାଥ ମନ୍ଦିର ସିଂହ ଦୁଆର ସମ୍ମୁଖରେ ବିକ୍ଷୋଭ କରାଯାଇଛି । ତେଣୁ ଯଥା ଶୀଘ୍ର ଏହି ବେଆଇନ କାର୍ଯ୍ୟକୁ ଯଦି ଓଡ଼ିଶା ସରକାର ବନ୍ଦ ନକରନ୍ତି, ତେବେ ଆଗାମୀ ଦିନରେ ଜୋରଦାର ବିକ୍ଷୋଭ କରାଯିବ ବୋଲି ସେନା ପକ୍ଷରୁ କୁହାଯାଇଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.