ETV Bharat / city

ଉଛେଦ କାର୍ଯ୍ୟକୁ ବିରୋଧ କରିବ ପୁରୀ ସୁରକ୍ଷା ମଞ୍ଚ

author img

By

Published : Sep 4, 2019, 5:35 PM IST

ପୁରୀ ସୁରକ୍ଷା ମଞ୍ଚ ଓ ଜିଲ୍ଲାପାଳଙ୍କ ଆଲୋଚନା ବିଫଳ । ଶ୍ରୀମନ୍ଦିର ସୁରକ୍ଷାକୁ ନେଇ 75 ମିଟର ଭିତରେ ହେଉଥିବା ଉଚ୍ଛେଦ ବନ୍ଦ ସହ ପ୍ରଥମେ ଥଇଥାନ ନେଇ ମଞ୍ଚ କରିଥିବା ଦାବିକୁ ଗ୍ରହଣ କଲେନି ଜିଲ୍ଲାପାଳ । ସେପଟେ ପ୍ରଥମେ ଥଇଥାନ ଓ କ୍ଷତିପୂରଣ ସହ ଉଚ୍ଛେଦ କାର୍ଯ୍ୟର ନିର୍ଦ୍ଧିଷ୍ଟ ବ୍ଲୁ ପ୍ରିଣ୍ଟ ସରକାର ନ ଦେଲେ ଉଛେଦ କାର୍ଯ୍ୟକୁ ବିରୋଧ କରାଯିବ ବୋଲି କହିଛି ସୁରକ୍ଷା ମଞ୍ଚ ।

ଡିଜାଇନ ଫଟୋ

ପୁରୀ: ପୁରୀ ସୁରକ୍ଷା ମଞ୍ଚ ଓ ଜିଲ୍ଲାପାଳଙ୍କ ଆଲୋଚନା ବିଫଳ । ଶ୍ରୀମନ୍ଦିର ସୁରକ୍ଷାକୁ ନେଇ 75 ମିଟର ଭିତରେ ହେଉଥିବା ଉଚ୍ଛେଦ ବନ୍ଦ ସହ ପ୍ରଥମେ ଥଇଥାନ ନେଇ ମଞ୍ଚ କରିଥିବା ଦାବିକୁ ଗ୍ରହଣ କଲେନି ଜିଲ୍ଲାପାଳ । ସେପଟେ ପ୍ରଥମେ ଥଇଥାନ ଓ କ୍ଷତିପୂରଣ ସହ ଉଚ୍ଛେଦ କାର୍ଯ୍ୟର ନିର୍ଦ୍ଧିଷ୍ଟ ବ୍ଲୁ ପ୍ରିଣ୍ଟ ସରକାର ନ ଦେଲେ ଉଛେଦ କାର୍ଯ୍ୟକୁ ବିରୋଧ କରାଯିବ ବୋଲି କହିଛି ସୁରକ୍ଷା ମଞ୍ଚ ।

ଆଜି ଜିଲ୍ଲାପାଳଙ୍କ କକ୍ଷରେ ଜିଲ୍ଲାପାଳଙ୍କ ସହ ପୁରୀ ସୁରକ୍ଷା ମଞ୍ଚର କର୍ମକର୍ତ୍ତାଙ୍କ ବୈଠକ ହୋଇଥିଲା । ତେବେ ଏହି ଆଲୋଚନା ବିଫଳ ହୋଇଛି। ପୂର୍ବଭଳି ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ କାର୍ଯ୍ୟ ଜାରି ରହିବ ବୋଲି ପୁରୀ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ତେବେ ଏନେଇ ବୈଠକ ପରେ ଅସନ୍ତୋଷ ପ୍ରକାଶ କରିଛି ପୁରୀ ସୁରକ୍ଷା ମଞ୍ଚ। ପୂର୍ବରୁ ନବକଳେବର ସମୟରେ ଶ୍ରୀମନ୍ଦିର ଚାରିପଟେ ଉଚ୍ଛେଦ ହୋଇଥିଲେ ମଧ୍ୟ କ୍ଷତିଗ୍ରସ୍ତ ଲୋକ ସରକାରଙ୍କ ଠାରୁ ଏପର୍ଯ୍ୟନ୍ତ କ୍ଷତିପୂରଣ ପାଇ ନଥିବା ଅଭିଯୋଗ ହୋଇଛି। ତେଣୁ ପ୍ରଥମେ ଥଇଥାନ ଓ ପରେ କ୍ଷତିପୂରଣ ସହ ଉଛେଦ କାର୍ଯ୍ୟର ନିର୍ଦ୍ଧିଷ୍ଟ ବ୍ଲୁ ପ୍ରିଣ୍ଟ ନ ଦେଲେ ଏହାକୁ ବିରୋଧ କରାଯିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ପୁରୀ ସୁରକ୍ଷା ମଞ୍ଚBody:Vo1, ପୁରୀ ଜିଲା ପାଳ ଙ୍କ କକ୍ଷରେ ପୁରୀ ସୁରକ୍ଷା ମଞ୍ଚ ର କର୍ମକର୍ତା। ଶ୍ରୀମନ୍ଦିର ସୁରକ୍ଷା କୁ ନେଇ 75 ମିଟର ଉଛେଦ ବନ୍ଦ ସହ ପ୍ରଥମେ ଥଇଥାନ ନେଇ ସଂଗଠନ ଦାବି ରଖିଛି । ତେବେ ଜିଲାପାଳ ଙ୍କ ସହିତ ଆଲୋଚନା ବିଫଳ ହୋଇଛି। ପୂର୍ଵ ଭଳି ଶ୍ରୀମନ୍ଦିର ସୁରକ୍ଷା ଯୋନ ରେ ଉଛେଦ କାର୍ଯ୍ୟ ଜାରି ରହିବ ବୋଲୀ ପୁରୀ ଜିଲାପାଳ ସ୍ପଷ୍ଟ କରି ଦେଇ ଛନ୍ତି। ତେବେ ଏ ନେଇ ବୈଠକ ପରେ ଅସନ୍ତୋଷ ପ୍ରକାଶ କରିଛି ପୁରୀ ସୁରକ୍ଷା ମଞ୍ଚ। ପୂର୍ବରୁ ରୁ ନବକଳେବର ସମୟ ରେ ଶ୍ରୀମନ୍ଦିର ଚାରି ପଟେ ଉଛେଦ ହୋଇ ଥିଲେ ମଧ୍ୟ କ୍ଷତି ଗ୍ରସ୍ତ ଲୋକ ସରକାର ଙ୍କ ଠାରୁ ଆଜି ଯାଏ କ୍ଷତିପୂରଣ ପାଇ ନ ଥିବା ଅଭିଯୋଗ କରିଛନ୍ତି। ତେବେ ପ୍ରଥମେ ଥଇଥାନ ଓ କ୍ଷତିପୂରଣ ସହ ଉଛେଦ କାର୍ଯ୍ୟ ର ନିର୍ଦିଷ୍ଟ ବ୍ଲୁ ପ୍ରିଣ୍ଟ ସରକାର ନ ଦେଲେ ଉଛେଦ କାର୍ଯ୍ୟ କୁ ବିରୋଧ କରାଯିବ ବୋଲି ପୁରୀ ସୁରକ୍ଷା ମଞ୍ଚ କହିଛି।

ବାଇଟ1,, ଜୟନ୍ତ କୁମାର ଷଡ଼ଙ୍ଗୀ , ପୁରୀ ବିଧାୟକ
ବାଇଟ, 2,ସଦସ୍ୟ , ପୁରୀ ସୁରକ୍ଷା ମଞ୍ଚ

Vo2,, ଶ୍ରୀମନ୍ଦିର ଚାରି ପଟେ 75 ମିଟର ଉଛେଦ ପ୍ରକ୍ରିୟା ରେ ସାଧାରଣ ଲୋକ ଙ୍କ ଆଲୋଚନା , ସହମତି ନେଇ ପ୍ରଶାସନ ଉଛେଦ କାର୍ଯ୍ୟ କରୁ ବୋଲୀ ଦାବି ନେଇ ପୁରୀ ବିଧାୟକ ଙ୍କ ନେତୃତ୍ୱରେ ସହରବାସୀ , ବୁଦ୍ଧିଜୀବୀ , ଆଇନିଜୀବୀ ଗଠନ କରିଛନ୍ତି ପୁରୀ ସୁରକ୍ଷା ମଞ୍ଚ। ଆଜି ଜିଲା ପାଳ ଙ୍କ ସହ ମଞ୍ଚ ସଦସ୍ୟ ଯାଇ ଜିଲାପାଳ ଙ୍କ ସହିତ ଆଲୋଚନା କରି ଉଛେଦ କାର୍ଯ୍ୟ ବନ୍ଦ ନେଇ ଦାବି କରିଥିଲେ। ଅନ୍ୟପଟେ ପୁରୀ ଜିଲାପାଳ ଙ୍କ କହିବା ଶ୍ରୀମନ୍ଦିର ଚାରିପଟେ ଥିବା ବିଭିନ୍ନ ମଠର ମୁଖ୍ୟ ମନ୍ଦିର ଓ ଗାଦି ଉଛେଦ ହେବ ନାହିଁ। ଏଗୁଡିକ ର ଉର୍ନ୍ ତି କରାଯିବ। କିନ୍ତୁ ଶ୍ରୀମନ୍ଦିର ସୁରକ୍ଷା ଜୋନ 75 ମିଟର ଭିତରେ ଅନ୍ୟ କୋଠା ବାଡ଼ି ଉଛେଦ ହେବ। ସରକାର ସମସ୍ତ ବିସ୍ଥାପିତ ଙ୍କୁ ଭଲ ରେ ଥଇଥାନ ନେଇ ପ୍ୟାକେଜ ଘୋଷଣା କରିଛନ୍ତି। ତେବେ ଉଛେଦ କାର୍ଯ୍ୟ ବେଳେ ସବୁ ଲୋକ ଙ୍କ ମତାମତ ଅଭିଯୋଗ ନେଇ ଉଛେଦ କାର୍ଯ୍ୟ କରାଯିବ।

ବାଇଟ3, ବଲବନ୍ତ ସିଂ , ପୁରୀ ଜିଲାପାଳ

Fvo,, ଶ୍ରୀମନ୍ଦିର ଚାରି ପଟ ର 75 ମିଟର ଉଛେଦ କୁ ନେଇ ବିବାଦ ବଢ଼ିବାରେ ଲାଗିଚି। ଏଣୁ ଗତକାଲି ଠାରୁ ଉଛେଦ କାର୍ଯ୍ୟ ବନ୍ଦ ରହିଛି। ତେବେ ଆଗକୁ କୀଭଳି ଉଛେଦ ପ୍ରକ୍ରିୟା ପ୍ରଶାସନ କରିବ ସେ ନେଇ ଏବେ ସମସ୍ତ ଙ୍କ ନଜର ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.