ETV Bharat / city

ତିନି ରଥର ଚାଲିଛି ଦୁଆର ବେଢ଼ା ନିର୍ମାଣ - ratha jatra update

ବିଶ୍ବ ପ୍ରସିଦ୍ଧ ରଥ ଯାତ୍ରାକୁ ଆଉ ହାତରେ କେଇଟି ଦିନ । ସେପଟେ ବଡ଼ ଦାଣ୍ଡରେ ରଥ ଗଡ଼ିବା ନେଇ ମଧ୍ୟ ଆଗେଇ ଚାଲିଛି ରଥକାମ । ଏନେଇ କେମିତି ରହିଛି ରଥ ପ୍ରସ୍ତୁତ ପଢନ୍ତୁ ସମ୍ପୂର୍ଣ୍ଣ ଖବର..

puri-ratha-jatra-update
puri-ratha-jatra-update
author img

By

Published : Jun 12, 2020, 9:35 PM IST

ପୁରୀ: ଜୁନ 23 ରେ ମହାପ୍ରଭୁଙ୍କ ରଥଯାତ୍ରା । 22 ତାରିଖ ସୁଧା ତିନି ରଥର ସବୁ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରହିଥିବା ବେଳେ ତିନି ରଥର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ତିନି ରଥର କାର୍ଯ୍ୟ ଏକ ପ୍ରକାର ଶେଷ ପର୍ଯ୍ୟାୟରେ ପହଁଛିଲାଣି । ଏବେ ତିନି ରଥର ଦୁଆର ବେଢ଼ା କାର୍ଯ୍ୟ ଚାଲିଛି ।

ତିନି ରଥର ଚାଲିଛି ଦୁଆର ବେଢ଼ା ନିର୍ମାଣ

ସେହିପରି ପୋଟଳ ଉଠି ସାରିଥିବା ବେଳେ ବେଦି ସିଂହାସନ କାର୍ଯ୍ୟ ଚାଲିଛି । ସେପଟେ ପାର୍ଶ୍ଵ ଦେବାଦେବୀଙ୍କ ରଙ୍ଗ କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି । ହସଁ ପଟା,କନ୍ୟା ପଟା, ନାଟ ଗୋଡ଼ରେ ରଙ୍ଗ କର୍ଯ୍ୟ ମଧ୍ୟ ଚାଲିଛି। ତେବେ ତିନି ରଥର କଣ ସବୁ କାର୍ଯ୍ୟ ସରିଛି ଓ କଣ କାର୍ଯ୍ୟ ବାକି ରହିଛି ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.