ETV Bharat / city

ପୁରୀ ଗଣଦୁଷ୍କର୍ମ ମାମଲା, ତୃତୀୟ ଅଭିଯୁକ୍ତ ଗିରଫ - Puri rape case

ପୁରୀ ଗଣଦୁଷ୍କର୍ମ ମାମଲାର ତୃତୀୟ ଅଭିଯୁକ୍ତ ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ଜଣକ ହେଲା ରାମ ଚନ୍ଦ୍ର ପ୍ରଧାନ । ଅଧିକ ଖବର ପଢନ୍ତୁ...

accused
ପୁରୀ ଗଣଦୁଷ୍କର୍ମ ଘଟଣା,ତୃତୀୟ ଅଭିଯୁକ୍ତ ଗିରଫ
author img

By

Published : Dec 6, 2019, 8:23 PM IST

ପୁରୀ: ପୁରୀ ଗଣଦୁଷ୍କର୍ମ ମାମଲାରେ ତୃତୀୟ ଅଭିଯୁକ୍ତ ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ଜଣକ ବ୍ରହ୍ମଗିରି ଆଳିଆ ପୁଟର ରାମ ଚନ୍ଦ୍ର ପ୍ରଧାନ । ଶୁକ୍ରବାର ସକାଳେ ଖବର ପାଇ ପୋଲିସ ଅଭିଯୁକ୍ତ ଘରେ ଚଢ଼ାଉ କରିବା ସହ ତାକୁ ଗିରଫ କରିଛି ।

ପୁରୀ ଗଣଦୁଷ୍କର୍ମ ଘଟଣା,ତୃତୀୟ ଅଭିଯୁକ୍ତ ଗିରଫ

ତେବେ ଏହି ଘଟଣାରେ ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛି । ଉକ୍ତ ଅଭିଯୁକ୍ତକୁ ଧରିବା ପାଇଁ ପୁରୀ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

ସୂଚନା ଥାଉକି, ପୁରୀ ଗଣଦୁଷ୍କର୍ମ ମାମଲାରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପୂର୍ବରୁ ଏହି ଘଟଣାରେ ସମ୍ପୃକ୍ତ 2 ଅଭିଯୁକ୍ତ ଜିତେନ୍ଦ୍ର ଓ ତାର ଅନ୍ୟ ଜଣେ ସହଯୋଗୀକୁ ପୁରୀ ପୋଲିସ ଗିରଫ କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ତୃତୀୟ ଅଭିଯୁକ୍ତ ଗିରଫBody:ପୁରୀ ଗଣ ଦୁଷ୍କର୍ମ ଘଟଣାର ତୃତୀୟ ଅଭିଯୁକ୍ତ କୁ ପୁରୀ ପୋଲିସ ଗିରଫ କରିଛି। ତୃତୀୟ ଅଭିଯୁକ୍ତ ଜଣକ ହେଲା ରାମ ଚନ୍ଦ୍ର ପ୍ରଧାନ। ସେ ବ୍ରହ୍ମଗିରି ଆଳିଆ ପୁଟ ଗ୍ରାମର। ଆଜି ସକାଳେ ଖବର ପାଇ ପୋଲିସ ତାଂକ ଘରେ ଚଢ଼ାଉ କରି ଗିରଫ କରିଛି। ତେବେ ଆଉ ଜଣେ ଅଭିଯୁକ୍ତ ଏବେବି ଫେରାର ଅଛି। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.