ETV Bharat / city

କୋଣାର୍କ ଦୁର୍ଘଟଣାରୁ ହଟିଲା ସସପେନ୍ସ: ଏସପି ଦେଲେ ସ୍ପଷ୍ଟୀକରଣ

କୋଣାର୍କ ସଡକ ଦୁର୍ଘଟଣା ନେଇ ପୋଲିସର ସ୍ପଷ୍ଟୀକରଣ । ଏହା କୌଣସି ହତ୍ୟା ନୁହେଁ ବରଂ ଦୁର୍ଘଟଣା ବୋଲି କହିଲେ ପୁରୀ ଏସପି । ସେପଟେ ଦୁର୍ଘଟଣା ଘଟାଇ ଥିବା କାର ଡ୍ରାଇଭରକୁ ଧରିବାକୁ ଉଦ୍ୟମ ଚଳାଇଛି ପୋଲିସ ।

author img

By

Published : Jul 10, 2019, 7:56 PM IST

ଡିଜାଇନ ଫଟୋ

ପୁରୀ: କୋଣାର୍କ ଲିଆଖିଆ ବ୍ରିଜ ଦୁର୍ଘଟଣାକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ପୁରୀ ଏସପି । ଦୁର୍ଘଟଣାର ପାରିପାଶ୍ବିକ ସ୍ଥିତିକୁ ନେଇ ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିଲା । ହେଲେ ଏହା କୌଣସି ହତ୍ୟାକାଣ୍ଡ ନୁହେଁ ବରଂ ଦୁର୍ଘଟଣା ବୋଲି କହିଛନ୍ତି ପୁରୀ ଏସପି । ପ୍ରାଥମିକ ତଦନ୍ତରୁ ଏହି ରିପୋର୍ଟ ସାମ୍ନାକୁ ଆସିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏକ କାର ଦ୍ରୁତଗତିରେ ଆସି ବାଇକକୁ ଧକ୍କା ଦେବାରୁ ମୃତକଙ୍କ ମୁଣ୍ଡ ଶରୀରରୁ ଅଲଗା ହୋଇ ଯାଇଛି ବୋଲି ଏସପି କହିଛନ୍ତି । ତେବେ ଦୁର୍ଘଟଣା ଘଟାଇ ଥିବା କାରକୁ ଚିହ୍ନଟ କରାଯାଇଛି। ଖୁବଶୀଘ୍ର ଡ୍ରାଇଭର ଧରାଯିବ ବୋଲି ସେ କହିଛନ୍ତି ।

ମଙ୍ଗଳବାର ରାତିରେ ରାମଚଣ୍ଡୀ ଥାନା ଲିଆଖିଆ ବ୍ରିଜ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା। ଯେଉଁଥିରେ ବାଇକ ଚାଳକ ଉମାଶଙ୍କର ରାୟ ପ୍ରାଣ ହରାଇ ଥିବା ବେଳେ ତାଙ୍କ ମୁଣ୍ଡଟି ଶରୀରରୁ ଅଲଗା ହୋଇଯାଇଥିଲା । ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ ସୃଷ୍ଟି ହୋଇଥିଲା । ତେବେ ଏହି ଘଟଣା ରେ ପୋଲିସ ତଦନ୍ତ ଜାରି ରଖିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଆଦିବାସି ନା ବାଳିକା କୁ ଦୁଷ୍କର୍ମ ଘଟଣା ରେ ଖୁବ ଶୀଘ୍ର ପୋଲିସ କରିବ ଚାର୍ଜ ସିଟ।Body: ରଥଯାତ୍ରା ଦେଖିବାକୁ ପୁରୀ ଆସିଥିବା ଆଦିବାସି ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି ପୁଲିସ। ଘଟଣାର ଅଭିଯୁକ୍ତ ବସ୍ ହେଲପରକୁ ଗିରଫ ପରେ ପୁଲିସ ଆଜି ତାକୁ କୋର୍ଟ ଚାଲାଣ କରିଛି ।୪ରୁ ୫ ଦିନ ଭିତରେ ମାମଲାରେ ଅଭିଯୋଗଫର୍ଦ୍ଦ ଦାଖଲ ହେବ ବୋଲି ପୁରୀ ଏସ୍‌ପି ଉମାଶଙ୍କର ଦାଶ କହିଛନ୍ତି। ତାସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପୀଡ଼ିତାଙ୍କୁ ୨୦ ହଜାର ଟଙ୍କା ଦିଆଯିବ ବୋଲି ସୂଚନା ଦେଇଛନ୍ତି।। ତେବେ ପୀଡ଼ିତା ଙ୍କୁ ଏବେ ସୁଧାର ଗୃହ ରଖାଯାଇ ଯତ୍ନ ନିଆଯାଉଥିବା ପୁରୀ sp କହିଛନ୍ତି।Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Ftp ରେ ପୁରୀ sp ଙ୍କ ବାଇଟ ଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.