ETV Bharat / city

ପୁଣି ପିନାକିଙ୍କୁ ବାଛିଲା ପୁରୀ, ଚାଲିଲାନି ସମ୍ବିତଙ୍କ ଜଲୱା

ପୁରୀ ଲୋକସଭା ଆସନରେ ପିନାକୀ ମିଶ୍ର ବିଜୟୀ ହୋଇଛନ୍ତି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏଠାରେ ପରାସ୍ତ ହୋଇଛନ୍ତି ।

author img

By

Published : May 24, 2019, 3:53 AM IST

Updated : May 24, 2019, 10:04 AM IST

ଡିଜାଇନ ଫଟୋ

ପୁରୀ: ବିଜେପି ଲୋକସଭା ପ୍ରାର୍ଥୀ ତଥା ଦଳର ମୁଖପାତ୍ର ସମ୍ବିତ ପାତ୍ର ପୁରୀ ଲୋକସଭା ଆସନରେ ପରାଜୟ ବରଣ କରିଛନ୍ତି । ଅନ୍ୟପଟେ ବାଜି ମାରିଲେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର । ପୁରୀରେ ଜାରି ରହିଲା ପିନାକୀ ଜଲୱା ।

ବହୁ ଚର୍ଚ୍ଚିତ ପୁରୀ ଲୋକସଭା ଆସନରେ ଚାଲିଲାନି ସମ୍ବିତ ଜଲୱା । ପୁଣିଥରେ ବାଜି ମାରି ନେଇଛନ୍ତି ସାଂସଦ ପିନାକୀ ମିଶ୍ର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:
Last Updated : May 24, 2019, 10:04 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.