ETV Bharat / city

ମେଘନାଦ ପାଚେରୀର ଚାଲିଛି ମରାମତି କାର୍ଯ୍ୟ - Meghnad Pacheri renovations is undergoing

ଶ୍ରୀମନ୍ଦିର ଚତୁଃର୍ପାଶ୍ବ ଉଚ୍ଛେଦ ସମୟରେ ମେଘନାଦ ପାଚେରୀର ବିଭିନ୍ନ ସ୍ଥାନରେ ଦୁର୍ବଳ ଅଂଶ ଥିବା ଜଣାପଡିଥିଲା। ଏବେ ଏହି ଦୁର୍ବଳ ଥିବା ପଥର ଗୁଡିକୁ ହଟାଯାଇ ନୂଆ ପଥର ଲଗାଯାଉଛି। ଅଧିକ ପଢନ୍ତୁ...

ମେଘନାଦ ପାଚେରୀର ଚାଲିଛି ମରାମତି କାର୍ଯ୍ୟ
ମେଘନାଦ ପାଚେରୀର ଚାଲିଛି ମରାମତି କାର୍ଯ୍ୟ
author img

By

Published : Feb 12, 2021, 3:18 PM IST

Updated : Feb 12, 2021, 5:51 PM IST

ପୁରୀ: ଶ୍ରୀମନ୍ଦିର ଚତୁଃର୍ପାଶ୍ବରେ ଥିବା ମେଘନାଦ ପାଚେରୀର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଏହି ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି। ଶ୍ରୀମନ୍ଦିର ଚତୁଃର୍ପାଶ୍ବ ଉଚ୍ଛେଦ ସମୟରେ ମେଘନାଦ ପାଚେରୀର ବିଭିନ୍ନ ସ୍ଥାନରେ ଦୁର୍ବଳ ଅଂଶ ଥିବା ଜଣାପଡିଥିଲା। ଏବେ ଏହି ଦୁର୍ବଳ ଥିବା ପଥର ଗୁଡିକୁ ହଟାଯାଇ ନୂଆ ପଥର ଲଗାଯାଉଛି।

ମେଘନାଦ ପାଚେରୀର ଚାଲିଛି ମରାମତି କାର୍ଯ୍ୟ

ପାରମ୍ପରିକ ବଉଳ ମାଳା ପଥରର ବ୍ୟବହାର କରାଯାଇ ଚୁନ,ରାସାୟନିକ ପ୍ରଲେପ ଲଗାଇ ଏହି ମରାମତି କାର୍ଯ୍ୟ କରାଯାଉଛି। ଏହାସହ ଶ୍ରୀମନ୍ଦିରର ଭିତରର ବିଭିନ୍ନ ଦୁର୍ବଳ ଥିବା ଅଂଶର ଖୁବଶୀଘ୍ର ମରାମତି ହେବ ବୋଲି ମଧ୍ୟ ସୂଚନା ମିଳିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Feb 12, 2021, 5:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.