ETV Bharat / city

ମନ୍ଦିରରେ ପରିସ୍ରା କଲେ ସେବାୟତ, ମହାସ୍ନାନ ପାଇଁ ଦର୍ଶନ ବନ୍ଦ - jaganatha

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯାଇଛି । ବଡ ମହାସ୍ନାନ ନୀତି ନିମନ୍ତେ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିଥିଲା । ଅଧିକ ପଢନ୍ତୁ...

ମହାପ୍ରଭୁଙ୍କ ମହାସ୍ନାନ
ମହାପ୍ରଭୁଙ୍କ ମହାସ୍ନାନ
author img

By

Published : Apr 1, 2021, 2:43 PM IST

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯାଇଛି । ସକାଳଧୂପ ସମୟରେ ଜନୈକ ବୃଦ୍ଧ ସେବାୟତ ଭିତରକାଠ ଠାରୁ ବେହେରଣ ମଧ୍ୟରେ ପରିସ୍ରା କରିଦେଇଥିଲେ । ଫଳରେ ମହାପ୍ରଭୁଙ୍କର ଏହି ବଡ ମହାସ୍ନାନ ନୀତି ହୋଇଛି । ବଡ ମହାସ୍ନାନ ନୀତି ନିମନ୍ତେ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିଥିଲା ।

ସମୟ ୧୧ଟା ୨୫ରେ ଚୂନପାଣି ପଡିବା ପରେ ୧୨ଟା ୨୫ରେ ହୋଇଥିଲା ମଇଲମ । ୧୨ଟା ୪୫ରେ ମହାସ୍ନାନ ପୂଜା ସରିବା ପରେ ଦିନ ଗୋଟାଏ ଠାରୁ ସାଧାରଣ ଦର୍ଶନ ଆରମ୍ଭ ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.