ETV Bharat / city

ଯୁବଶିଳ୍ପୀଙ୍କ ନିଆରା କଳାକୃତି, ଆକର୍ଷଣ ସାଜୁଛି ଆଇସିକ୍ରିମ କାଠିରେ ତିଆରି କେଦାରନାଥ ମନ୍ଦିର - ଆଇସି କ୍ରିମ କାଠି

ଆଇସକ୍ରିମ୍ ଷ୍ଟିକ୍ ସାହାଯ୍ୟରେ ପୁରୀର ଯୁବଶିଳ୍ପୀ ବିଶ୍ୱଜିତ ନାୟକ ଏକ ଛୋଟ କେଦାରନାଥ ମନ୍ଦିର ତିଆରି କରିଛନ୍ତି । ଅଧିକ ପଢନ୍ତୁ...

ଯୁବଶିଳ୍ପୀଙ୍କ ନିଆରା କଳାକୃତି, ଆକର୍ଷଣ ସାଜୁଛି ଆଇସି କ୍ରିମ କାଠିରେ କାଠିରେ ତିଆରି କେଦାରନାଥ ମନ୍ଦିର

author img

By

Published : May 19, 2021, 10:30 PM IST

ପୁରୀ: ଦୀର୍ଘ ୬ମାସ ପରେ ମେ ୧୭ରେ ଖୋଲାଯାଇଛି କେଦାରନାଥ ମନ୍ଦିର । ଏହି ଅବସରରେ ଆଇସକ୍ରିମ୍ ଷ୍ଟିକ୍ ସାହାଯ୍ୟରେ ପୁରୀର ଯୁବ ଶିଳ୍ପୀ ବିଶ୍ୱଜିତ ନାୟକ ଏକ ଛୋଟ କେଦାରନାଥ ମନ୍ଦିର ତିଆରି କରିଛନ୍ତି । ଏହା ବେଶ ଆକର୍ଷଣୀୟ ହୋଇଛି ।

ଯୁବଶିଳ୍ପୀଙ୍କ ନିଆରା କଳାକୃତି, ଆକର୍ଷଣ ସାଜୁଛି ଆଇସି କ୍ରିମ କାଠିରେ କାଠିରେ ତିଆରି କେଦାରନାଥ ମନ୍ଦିର

ଏହି କଳାକୃତି ନିର୍ମାଣ ପାଇଁ ଶିଳ୍ପୀ ବିଶ୍ୱଜିତ ୧୭୫ଟି ଆଇସକ୍ରିମ କାଠି ବ୍ୟବହାର କରିଛନ୍ତି । ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ପାଇଁ ମଧ୍ୟ ସେ ଆବେଦନ କରିଛନ୍ତି । ୧୦ ଇଞ୍ଚ ଲମ୍ବ ଓ ୭ ଇଞ୍ଚ ଚଉଡା ଏହି କଳାକୃତି ପାଇଁ ତାଙ୍କୁ ୨୭ଘଣ୍ଟା ସମୟ ଲାଗିଥିଲା । ତେବେ ଏହି ନିଆରା କଳାକୃତିକୁ ଇଣ୍ଡିଆ ବୁକ ଅଫ ରେକର୍ଡ 2021ରେ ସ୍ଥାନ ଦେବା ପାଇଁ ବିଶ୍ୱଜିତ ମଧ୍ୟ ଆବେଦନ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.