ETV Bharat / city

ଦୈନନ୍ଦିନ ଜୀବନରେ ଯୋଗକୁ ଆପଣାନ୍ତୁ: କେନ୍ଦ୍ର ମନ୍ତ୍ରୀ ଅଶ୍ୱିନି ବୈଷ୍ଣବ

ଆଜି ସାରା ବିଶ୍ବ ପାଳୁଛି ଯୋଗ ଦିବସ । ଏହି ଅବସରରେ ପୁରୀ ବେଳାଭୂମିରେ ବ୍ଲୁ ଫ୍ଲାଗ ବିଚ୍‌ରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ଭାରି ଶିଳ୍ପ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅଧିକ ପଢ଼ନ୍ତୁ

International Yoga Day celebrate in puri
International Yoga Day: ପୁରୀ ବେଳାଭୂମିରେ ଯୋଗ ବାର୍ତ୍ତା
author img

By

Published : Jun 21, 2022, 10:35 AM IST

Updated : Jun 21, 2022, 12:48 PM IST

ପୁରୀ: ଆଜି ସାରା ବିଶ୍ବ ପାଳୁଛି ଯୋଗ ଦିବସ । ଏହି ଅବସରରେ ପୁରୀ ବେଳାଭୂମିରେ ବ୍ଲୁ ଫ୍ଲାଗ ବିଚ୍‌ରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସକାଳ 6 ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କେନ୍ଦ୍ର ଭାରି ଶିଳ୍ପମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନେକ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ତଥା ବିଭିନ୍ନ ବର୍ଗର ଲୋକ ସାମିଲ ହେଇ ଯୋଗର ବିଭିନ୍ନ ମୁଦ୍ରା କରିଥିଲେ । ଯୋଗ ଦ୍ୱାରା ଶରୀର ମନ ସୁସ୍ଥ ରହିଥାଏ । ବୈଦିକ ଯୁଗରୁ ଏହା ଭାରତରେ ପ୍ରଚଳିତ ।

ଦୈନନ୍ଦିନ ଜୀବନରେ ଯୋଗକୁ ଆପଣାନ୍ତୁ: କେନ୍ଦ୍ର ମନ୍ତ୍ରୀ ଅଶ୍ୱିନି ବୈଷ୍ଣବ

ଯୋଗର ଉପକରିତାକୁ ଡାକ୍ତର ମାନେ ମଧ୍ୟ ଉଦାହରଣ ଦେଇଛନ୍ତି । ଏଣୁ ସମସ୍ତେ ଯୋଗ କରି ଶରୀର ସୁସ୍ଥ ରଖିବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସେପଟେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ମଧ୍ୟ ଯୋଗ ଦିବସ ପାଳନ ହୋଇଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନି ବୈଷ୍ଣବ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଦୈନନ୍ଦିନ ଜୀବନରେ ଯୋଗକୁ ଆପଣାଇବାକୁ ପରାମର୍ଶ ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Jun 21, 2022, 12:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.