ETV Bharat / city

ଗୋସାଣୀ ଦେବୀଙ୍କ ଭସାଣ ଉତ୍ସବ

author img

By

Published : Oct 10, 2019, 2:11 AM IST

ପୁରୀ ଜିଲ୍ଲାରେ ଗୋସାଣୀ ଦେବୀଙ୍କ ଭସାଣ ଉତ୍ସବ ଶେଷ ହୋଇଛି । ପରମ୍ପରା ମୁତାବକ ଶ୍ରୀମନ୍ଦିର ସିଂହଦ୍ବାର ସାମ୍ନାରେ ସମସ୍ତ ଗୋସାଣୀ ଦେବୀ ସନ୍ଧ୍ୟାରେ ଏକାଠି ହୋଇଥାନ୍ତି

ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ

ପୁରୀ: ଜିଲ୍ଲାରେ ଗୋସାଣୀ ଦେବୀଙ୍କ ଭସାଣ ଉତ୍ସବ ଶେଷ ହୋଇଛି । ପରମ୍ପରା ମୁତାବକ ଶ୍ରୀମନ୍ଦିର ସିଂହଦ୍ବାର ସାମ୍ନାରେ ସମସ୍ତ ଗୋସାଣୀ ଦେବୀ ସନ୍ଧ୍ୟାରେ ଏକାଠି ହୋଇଥାନ୍ତି । ସେଠାରେ ଦେବ ସଭା ଅନୁଷ୍ଠିତ ହୋଇଥାଏ । ଏହି ଦେବ ସଭାରେ ସମସ୍ତ ଗୋସାଣୀ ଦେବୀ ମୂର୍ତ୍ତୀ ସହ ନାଗା ମୂର୍ତ୍ତୀ ମଧ୍ୟ ସମିଲ ହୋଇଥାଏ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ପୁରୀ

ଏହି ନିଆରା ଦେବ ସଭାକୁ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁ ଏକାଠି ହୋଇଥିଲେ । ଶ୍ରୀକ୍ଷେତ୍ରରେ 40 ରୁ ଅଧିକ ଗୋସାଣୀ ମେଢ଼ ସମେତ ବିଭିନ୍ନ ଦେବାଦେବୀ ମେଢ଼, 20 ରୁ ଅଧିକ ନାଗା ମେଢ଼ ହୋଇଥାଏ ।

ଶାରଦୀୟ ଦୁର୍ଗାପୂଜା ବେଳେ ବେଶ ଆଡ଼ମ୍ବରରେ ଏହି ଗୋସାଣୀ ଓ ନାଗା ପୂଜା ଅନୁଷ୍ଠିତ ହୋଇଥାଏ । ଏହାକୁ ଦେଖିବାକୁ ହଜାର ହଜାର ଲୋକ ପୁରୀ ଛୁଟି ଆସନ୍ତି । ତେବେ ଏକାଦଶୀ ତିଥିରେ ଭସାଣ ଉତ୍ସବ ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିବା ପରେ ଏହି ମେଢ଼ ଗୁଡିକ ଶ୍ରୀମନ୍ଦିର ସମୁଖରୁ ଦେବୀ ଗଡା ଅଭିମୁଖେ ଯାଇ ବିସର୍ଜିତ ହୋଇଥାନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଗୋଶାଣୀ ଦେବୀ ଙ୍କ ଭସାନ ଉତ୍ସଵBody:ପୁରୀ ରେ ଗୋଶାଣୀ ଦେବୀ ଙ୍କ ର ଭସାନ ଉତ୍ସବ ଶେଷ ହୋଇଛି। ପରମ୍ପରା ମୁତାବକ ଶ୍ରୀମନ୍ଦିର ସିଂହ ଦ୍ୱାର ସାମ୍ନାରେ ସମସ୍ତ ଗୋଶାଣୀ ଦେବୀ ସନ୍ଧ୍ୟାରେ ଏକାଠି ହୋଇ ଥାନ୍ତି। ସେଠାରେ ଦେବ ସଭା ଅନୁଷ୍ଠିତ ହୋଇଥାଏ। ଏହି ଦେବ ସଭାରେ ସମସ୍ତ ଗୋଶାଣୀ ଦେବୀ ମୂର୍ତି ସହ ନାଗା ମୂର୍ତି ମଧ୍ୟ ସମିଲ ହୋଇ ଥାଏ। ଏହି ନିଆରା ଦେବ ସଭା କୁ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁ ଏକାଠି ହୋଇ ଥିଲେ। ଶ୍ରୀକ୍ଷେତ୍ର ରେ 40 ରୁ ଅଧିକ ଗୋଶାଣୀ ମେଢ଼ ସମେତ ବିଭିନ୍ନ ଦେବା ଦେବୀ ମେଢ଼, 20 ରୁଅଧିକ ନାଗା ମେଢ଼ ହୋଇ ଥାଏ। ଶାରଦୀୟ ଦୁର୍ଗା ପୂଜା ବେଶ ଆଡ଼ମ୍ବରରେ ଏହି ଗୋଶାଣୀ ଓ ନାଗା ପୂଜା ଅନୁଷ୍ଠିତ ହୋଇଥାଏ। ଏହାକୁ ଦେଖିବାକୁ ହଜାର ହଜାର ଲୋକ ପୁରୀ ଛୁଟି ଆସନ୍ତି। ତେବେ ଆଜି ଏକାଦଶୀ ତିଥିରେ ଭସାନ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଶ୍ରୀମନ୍ଦିର ରେ ମହା ପ୍ରଭୁଙ୍କ ମହା ଦୀପ ଉଠିବା ପରେ ଏହି ମେଢ଼ ଗୁଡିକ ଶ୍ରୀମନ୍ଦିର ସମୁଖରୁ ଦେବୀ ଗଡା ଅଭିମୁଖେ ଯାଇ ବିସର୍ଜିତ ହୋଇ ଥାନ୍ତି।

ବାଇଟ,, ପୁରୀ ବାସିନ୍ଦା
ବାଇଟ2, ଶ୍ରଦ୍ଧାଳୁ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.