ETV Bharat / city

ରଥଯାତ୍ରା: ବଡଦାଣ୍ଡରେ ବିଦେଶୀ ଭକ୍ତଙ୍କ ଭିଡ - jagannath

ଭକ୍ତିଭାବରେ ତଲିନ ବିଦେଶୀ ଭକ୍ତ । ଏଥିପାଇଁ ତ ସାତ ଦରିଆ ପାର ହୋଇ ସୂଦୂର ଦୁବାଇରୁ ଦୌଡିଆସିଛନ୍ତି ଭକ୍ତ ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ପୁରୀ
author img

By

Published : Jul 4, 2019, 10:39 AM IST

ପୁରୀ: ବିଶ୍ବ ପ୍ରସିଦ୍ଧ ଶ୍ରୀଜୀଉଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ବଡଦାଣ୍ଡମୁହାଁ ବିଦେଶୀ । ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥବିଜେ ଦେଖିବାକୁ ଅପେକ୍ଷା କରି ବସିଛନ୍ତି ବିଦେଶୀ ଭକ୍ତ । ନା ସ୍କନ୍ଦ ନା ସ୍ତୁତି କିଛି ନ ଜାଣି ବି ସେମାନେ ଜଗା ମୋହରେ ବିଭୋର । ଏଥିପାଇଁ ତ ସାତ ଦରିଆ ପାର ହୋଇ ଦୁବାଇରୁ ଦୌଡି ଆସିଛନ୍ତି କିଛି ଭକ୍ତ । ଭାବର ଠାକୁରଙ୍କ ଗୋଟିଏ ଝଲକ ପାଇଁ ବଡଦାଣ୍ଡରେ ଅନାଇବସିଛନ୍ତି ଏମାନେ ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ପୁରୀ

ଦୁବାଇରୁ ଆସିଥିବା ଏହି ଭକ୍ତମାନେ ସମ୍ପୂର୍ଣ୍ଣ ପାରମ୍ପରିକ ପୋଷାକରେ । ମଥାରେ ଚନ୍ଦନ ଟିକା ବେକରେ ତୁଳସୀମାଳ ପକାଇ ଭାବର ଠାକୁରଙ୍କ ଆରଧାନରେ ଏମାନେ ମଗ୍ନ । କେବଳ ଆଜି ନୁହେଁ ନବଦିନାତ୍ମକ ଯାତ୍ରାରେ ଜଗାର ପ୍ରତିଟି ନୀତିକାନ୍ତି ଓ ଯାତ୍ରାରେ ଯୋଗାଦେବାକୁ ଏମାନେ ଉତ୍କଣ୍ଠାର ସହ ଜଗି ବସିଛନ୍ତି ।

ପୁରୀରୁ ତାପସ ପରିଡା, ଇଟିଭି ଭାରତ

Intro:Body:

BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.