ETV Bharat / city

ସ୍ମାର୍ଟ ହେବେ ଛାତ୍ରଛାତ୍ରୀ: ଦିଆଯାଉଛି ସ୍ମାର୍ଟ ଶିକ୍ଷା - fecdo teaches student

ଉନ୍ନତ ଜ୍ଞାନ କୌଶଳ ସହ ଶିକ୍ଷା ଦେବା ପାଇଁ ନିଆରା ପ୍ରୟାସ ଆରମ୍ଭ ହୋଇଛି । ଯାହା ଆରମ୍ଭ କରିଛି ଫେଡକୋ ।

ଡିଜାଇନ ଫଟୋ
author img

By

Published : Sep 13, 2019, 3:19 PM IST

Updated : Sep 13, 2019, 3:50 PM IST

ଭୁବନେଶ୍ବର: ଛାତ୍ରଛାତ୍ରୀ ଉନ୍ନତ ଜ୍ଞାନ କୌଶଳ ସହ ଶିକ୍ଷା ଦେବା ପାଇଁ ନିଆରା ପ୍ରୟାସ ଆରମ୍ଭ କରିଛି ଫିଡ୍ ବ୍ୟାକ ଏନର୍ଜି ଡିଷ୍ଟ୍ରିବ୍ୟୁସନ କମ୍ପାନୀ( ଫେଡକୋ) । ଯାହାର ପ୍ରଭାବରେ ପାଠପଢା ପ୍ରତି ବଢିଛି ଛାତ୍ରଛାତ୍ରୀଙ୍କ ଆଗ୍ରହ । ସ୍ମାର୍ଟ ଶିକ୍ଷା ଅଭିଯାନରେ ଛାତ୍ରଛାତ୍ରୀଙ୍କୁ ଚିରାଚରିତ ଢଙ୍ଗ ସହ ଡିଜିଟାଲ ପଦ୍ଧତିରେ ପାଠ ପଢାଯାଉଛି ।

ଫଳରେ ପୁରୀ ସତ୍ୟବାଦୀ ବ୍ଲକରେ ସୁଆଣ୍ଡୋ ଗାଁରେ ଥିବା ଏକ ସରକାରୀ ବିଦ୍ୟାଳୟ ଆଦର୍ଶ ବିଦ୍ୟାଳୟରେ ପରିଣତ ହୋଇପାରିଛି । ଛାତ୍ରଛାତ୍ରୀଙ୍କୁ ଉନ୍ନତ ଜ୍ଞାନ କୌଶଳରେ ପାଠ ପଢାଯିବା ସହ ହସ୍ତକଳା, ଖେଳ କୁଦ ସମ୍ପର୍କରେ ତାଲିମ ଦିଆଯାଉଛି । ଫେଡକୋ କରିଥିବା ଏହି ଉଦ୍ୟମ ଫଳରେ ଆଉ ଅଧାରୁ ପାଠ ଛାଡୁ ନାହାନ୍ତି ପିଲାମାନେ । ବର୍ତ୍ତମାନ ସ୍କୁଲରେ ଶତ ପ୍ରତିଶତ ଉପସ୍ଥାପନ ହେବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ମୂଲ୍ୟବୋଧ ବଢିବାରେ ଲାଗିଛି । ଫେଡକୋର ଏହି ପ୍ରୟାସକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ମାହାଙ୍ଗା ହଂସଦିଆ ଓ କଲ୍ୟାଣ ଅଂଚଳରେ ହେଟା ବାଘର ଆତଙ୍କ ।4 ଦିନ ହେଲା ବାଘ କୁ ନେଇ ଗ୍ରାମବାସୀ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।ବାଘ ଭୟରେ ଗାଁ ଲୋକ ରାତିରେ ଶାନ୍ତିରେ ଶୋଇ ପାରୁନାହାଁନ୍ତି।ବାଘ କୁ ଖୋଜିବା ପାଈଁ ଗାଁ ଲୋକ ଠେଙ୍ଗା ବାଡ଼ି ଧରି ରାତିରେ ବୁଲୁଛନ୍ତି l ଘଟଣା ସ୍ଥଳରେ ବଇରି ବନ ବିଭାଗର କର୍ମଚାରୀ ପହଞ୍ଚି ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଫାଙ୍କା ଗୁଳି ଚାଳନା କରିଥିଲେ ବି ବାଘ କୁ ଠାବ କରି ପାରି ନାହାଁନ୍ତି।ବାଘ ଟି ର ପାଦ ଚିହ୍ନ ପଡିଥିବା ଦେଖି ସ୍ଥାନୀୟ ଲୋକ ଭୟଭୀତ ହୋଇ ପଡ଼ିଛନ୍ତି।ତେବେ ବାଘ କୁ ଧରିବା ପାଈଁ ଗାଁ ଲୋକ ଦାବି କରିଛନ୍ତି।

ବାଇଟ - ଗ୍ରାମବାସୀ।
ବାଇଟ - ଗ୍ରାମବାସୀ।
ବାଇଟ - ବନ କର୍ମଚାରୀ।
Body:No needConclusion:No need
Last Updated : Sep 13, 2019, 3:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.