ETV Bharat / city

ଡିସେମ୍ବର 25 ସୁଦ୍ଧା ଶ୍ରୀମନ୍ଦିର ସାମ୍ନାରୁ ହଟିବ ଉଚ୍ଛେଦ

author img

By

Published : Dec 13, 2019, 6:34 PM IST

ଆସୁଛି ନୂଆବର୍ଷ । ପୁରୀରେ ଲାଗିବ ଭକ୍ତଙ୍କ ଭିଡ । ଏଥିଲାଗି ଡିସେମ୍ବର 25 ତାରିଖ ଭିତରେ ସିଂହଦ୍ବାର ସମ୍ମୁଖରୁ ସମସ୍ତ ଉଚ୍ଛେଦ ପ୍ରକ୍ରିୟା ଶେଷ କରିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି ।

eviction
ଡିସେମ୍ବର 25 ସୁଧା ଶ୍ରୀମନ୍ଦିର ସାମ୍ନାରୁ ସରିବ ଉଚ୍ଛେଦ

ପୁରୀ: ଆସୁଛି ନୂଆବର୍ଷ । ପୁରୀରେ ଲାଗିବ ଭକ୍ତଙ୍କ ଭିଡ । ଏଥିଲାଗି ଡିସେମ୍ବର 25 ତାରିଖ ଭିତରେ ସିଂହଦ୍ବାର ସମ୍ମୁଖରୁ ସମସ୍ତ ଉଚ୍ଛେଦ ପ୍ରକ୍ରିୟା ଶେଷ କରିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି ।

ଡିସେମ୍ବର 25 ସୁଧା ଶ୍ରୀମନ୍ଦିର ସାମ୍ନାରୁ ସରିବ ଉଚ୍ଛେଦ

ଏହାସହ ଭକ୍ତଙ୍କ ଭିଡକୁ ଲକ୍ଷ୍ୟ କରି ପ୍ରଶାସନ ପ୍ରସ୍ତୁତ ହେଉଥିବାବେଳେ କିଭଳି ଭକ୍ତମାନେ ଶୃଙ୍ଖଳାରେ ଶ୍ରୀମନ୍ଦିର ଯାଇ ପାରିବେ ସେନେଇ ଅନେକ କାମ ହାତକୁ ନେଇଛି । ଭଙ୍ଗା ଯାଇଥିବା ମଠ ଗୁଡିକର ଭଗ୍ନାବଶେଷ ସ୍ଥାନାନ୍ତର କରାଯାଉଛି ।

ପାନୀୟ ଜଳ ଠାରୁ ଆରମ୍ଭ କରି ଶୌଚାଳୟ ପର୍ଯ୍ୟନ୍ତ ସବୁ କିଛିର ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି । ସେପଟେ ସାନ ଛତା ମଠ ପରେ ରାଧା ବଲ୍ଲବ ମଠ ଭଙ୍ଗାଯିବା ନେଇ ପ୍ରସ୍ତୁତି ସରିଛି । ଏହା ସହିତ ଆହୁରି 20 ଟି ଲଜ ଓ ମଠ ଭଙ୍ଗା ଯିବା ବୋଲି ସୂଚନା ମିଳିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଡିସେମ୍ବର 25 ସୁଧା ଶ୍ରୀମନ୍ଦିର ସାମ୍ନାରେ ଉଛେଦ ସରିବBody:ଆସୁଛି ନୂତନ ବର୍ଷ । ଏଣୁ ପୁରୀ କୁ ପର୍ଯ୍ୟଟକଙ୍କ ସମେତ ବୋହୁ ଭକ୍ତ ଙ୍କ ସମାଗମ ହେବ। ଏଥିପାଇଁ ପୁରୀ ଜିଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ଶ୍ରୀମନ୍ଦିର ସିଂହ ଦ୍ୱାର ସମୂଖ ରୁ ସମସ୍ତ ଉଛେଦ ପ୍ରକ୍ରିୟା ଅସନ୍ତା 25 ତାରିଖ ଭିତରେ ସାରିବାକୁ ଜିଲା ପ୍ରଶାସନ ଲକ୍ଷ୍ୟ ରଖିଚି। ଭକ୍ତ ମାନେ କିଭଳି ଶୃଙ୍ଖଳା ରେ ଶ୍ରୀମନ୍ଦିର ଯାଇ ପାରିବେ ସେ ନେଇ ଏକ ନୂତନ ସେଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ସେହିପରି ମଙ୍ଗୁ ମଠ ସମେତ ସାନ ଛତା ମଠ ର ଭଗ୍ନା ବଶେଷ ସ୍ଥାନାନ୍ତର କରାଯାଉଚି। ଏହା ଦ୍ୱାରା ବଡ଼ ଦାଣ୍ଡ ସମେତ ସିଂହ ଦ୍ୱାର ସାମ୍ନା ବେଶ ଉନ୍ମୁକ୍ତ ହୋଇ ପାରିବେ। ଭକ୍ତ ମାନେ ଭଲରେ ଜାତା ୟତ କରି ପାରିବେ। ଭକ୍ତ ମାନଙ୍କ ପାଇଁ ପାନୀୟ ଜଳ ଠାରୁ ଆରମ୍ଭ କରି ଶୌଚ ଲୟ ସବୁ ବ୍ୟବସ୍ଥା କରାଯାଉଛି। ତେବେ ସାନ ଛତା ମଠ ପରେ ରାଧା ବଲ୍ଲବ ମଠ ଭଙ୍ଗା ଯିବ। ସେ ନେଇ ପ୍ରସ୍ତୁତି ସରିଛି। ସେହିପରି ଆହୁରି 20 ଟି ଲଜ ଓ ମଠ ଭଙ୍ଗା ଯିବା ନେଇ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ବିକ୍ରି ହୋଇ ଥିବା ଲୋକ ଙ୍କ ପ୍ଲ ଟ ଗୁଡିକ ମଧ୍ୟ ପ୍ରଶାସନ ନିଜ ଅଧିନ କୁ ଆଣୁଚି। ରାଜ୍ୟ ସରକାର ଏହି ବିଶେଷ କାର୍ଯ୍ୟକ୍ରମ କୁ ସଫଳ କରାଇବା ପାଇଁ ଉଦ୍ୟମ ଚାଲି ଥିବା ବେଳେ ଜନ ସାଧାରଣ ଙ୍କ ସହଯୋଗ ବେଶ ଅଧିକ ମିଳୁଥିବା ପୁରୀ ଜିଲାପାଳ କହିଛନ୍ତି।

ବାଇଟ,, ବଲବନ୍ତ ସିଂ,, ପୁରୀ ଜିଲାପାଳ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.