ETV Bharat / city

‘ସରକାର ଚାହିଁଲେ ପୁଣି ହେବ ହାତୀ ସେବା’ - service

ରଥଯାତ୍ରା ସମୟରେ ପୂର୍ବରୁ ଚାଲିଥିବା ହାତୀ ସେବା ସରକାର ଚାହିଁଲେ ପୁଣି ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Jul 15, 2019, 11:27 PM IST

ପୁରୀ: ଶେଷ ହୋଇଛି ରଥଯାତ୍ରା । ନୀଳାଦ୍ରି ବିଜେ କରିଛନ୍ତି ନୀଳକନ୍ଦର । ଚଳିତ ବର୍ଷ ରଥଯାତ୍ରା ସୁରୁଖୁରୁରେ ସମାପ୍ତ ହୋଇଛି । ଯାହାର ଶ୍ରେୟ ସମସ୍ତଙ୍କୁ ଦେବା ସହ ପୂର୍ବରୁ ହେଉଥିବା ହାତୀ ସେବା ସରକାର ଚାହିଁଲେ ପୁଣି ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏହା ସହ ସେ ପୁରୀ ଜିଲ୍ଲାପାଳ ଥିବାବେଳେ ହାତୀ ସେବା ଚାଲିଥିଲା କିନ୍ତୁ ହାତୀକୁ ନେଇ ଅଘଟଣ ଘଟିବା ପରଠୁ ଏହି ସେବାକୁ ବନ୍ଦ କରିଦିଆଯାଇଛି । ସରକାର ଚାହିଁଲେ ପୁଣି ଥରେ ଏହି ସେବା ହେବ ବୋଲି ସେ କହିଛନ୍ତି ।

ସୂଚନା ଥାଉକି, 2006 ମସିହାରେ ସେବା ପାଇଁ ଆସିଥିବା ହାତୀର ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ଏହି ସେବାକୁ ବନ୍ଦ କରିଦିଆଯାଇଛି ।

ପୁରୀରୁ ତାପସ ପରିଡା, ଇଟିଭି ଭାରତ

Intro:Body:

BLANK FOR LINK STORY  

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.