ETV Bharat / city

ଅଲାରନାଥଙ୍କ ଦୋଳ ଉତ୍ସବ ଧୁମଧାମରେ ପାଳିତ - ହରିହର ଭେଟ

ଅଲାରନାଥଙ୍କ ଦୋଳ ଉତ୍ସବ ଧୁମଧାମ୍‌ରେ ପାଳିତ। ଫଗୁ ଖେଳରେ ରଙ୍ଗୀନ ହେଲା ମନ୍ଦିର, ହରିହର ଭେଟର ଦର୍ଶନ କଲେ ଭକ୍ତ। ଅଧିକ ପଢନ୍ତୁ...

ଅଲାରନାଥଙ୍କ ଦୋଳ ଉତ୍ସବ ଧୁମଧାମରେ ପାଳିତ
ଅଲାରନାଥଙ୍କ ଦୋଳ ଉତ୍ସବ ଧୁମଧାମରେ ପାଳିତ
author img

By

Published : Mar 9, 2020, 9:39 PM IST

Updated : Mar 10, 2020, 11:58 PM IST

ବ୍ରହ୍ମଗିରି: ଅଲାରନାଥଙ୍କ ଦୋଳ ଉତ୍ସବ ଧୁମଧାମ୍‌ରେ ପାଳିତ। ଫଗୁ ଖେଳରେ ରଙ୍ଗୀନ ହେଲା ମନ୍ଦିର । ହରିହର ଭେଟ ଦର୍ଶନ କଲେ ଭକ୍ତ ।

ଅଲାରନାଥଙ୍କ ଦୋଳ ଉତ୍ସବ ଧୁମଧାମରେ ପାଳିତ

ଦୋଳ ପୂର୍ଣ୍ଣିମା ଦିନ ମଧ୍ୟାହ୍ନ ଧୂପ ପରେ ମଦନମୋହନ, ଲକ୍ଷ୍ମୀ ଓ ସରସ୍ବତୀଙ୍କୁ ସୁସଜ୍ଜିତ ବିମାନକୁ ବାହୁ ବିଜେ କରି ଅଣାଯାଇଥାଏ। ମନ୍ଦିର ପ୍ରାଙ୍ଗଣକୁ ଭୀମ, ନକୂଳ ଓ ସହଦେବଙ୍କ ବିମାନ ଆସିଥାଏ। ଅଲାରନାଥଙ୍କ ସହ ମିଶି ଏହି ତିନି ଭାଇ ମନ୍ଦିର ପରିକ୍ରମା କରିଥା’ନ୍ତି। ବିମାନ ସହ ଦୋଳବେଦୀ ଠାରେ ହରିହର ଭେଟ କରାଯାଇଥାଏ। ଏହି ସମୟରେ ଘଣ୍ଟ ମାର୍ଦଳ ସାଙ୍ଗକୁ ଫଗୁ ଖେଳରେ ମନ୍ଦିର ରଙ୍ଗୀନ ହୋଇ ଉଠେ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Last Updated : Mar 10, 2020, 11:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.