ETV Bharat / city

5T ପୋଲ ଖୋଲିଲେ ଡାକ୍ତର, ସାଦା କାଗଜରେ ଲେଖୁଛନ୍ତି ପ୍ରେସକ୍ରିପସନ - chandrapur medical

ରୋଗୀଙ୍କ ଜୀବନ ସହ ଖେଳ ! ସରକାରୀ ମେଡିକାଲରେ ଡାକ୍ତରଙ୍କ ମନମାନୀ । ସାଦା କାଗଜରେ ପ୍ରେସକ୍ରିପସନ ଲେଖୁଛନ୍ତି । ପୁରୀ ଜିଲ୍ଲା ଚନ୍ଦନପୁର ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ରରେ ନିରାମୟ କେନ୍ଦ୍ରରୁ ଔଷଧ ନ ଆଣି ବାହାରୁ ଆଣିବାକୁ ସାଦା କାଗଜରେ ଲେଖା ଦେଉଛନ୍ତି ଡାକ୍ତର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

doctor-neglected-in-chandrapur-medical-puri-district-exclusive
5T ପୋଲ ଖୋଲିଲେ ଡାକ୍ତର, ସାଦା କାଗଜରେ ଲେଖୁଛନ୍ତି ପ୍ରେସକ୍ରିପସନ
author img

By

Published : Jan 21, 2020, 11:53 PM IST

Updated : Jan 22, 2020, 8:37 PM IST

ପୁରୀ: ସରକାରୀ ଚିକିତ୍ସାଳୟରେ ଶୋଷଣ ହେଉଛନ୍ତି ରୋଗୀ । ଏହାସହ ସବୁ ନିତି ନିୟମକୁ ଡାକ୍ତର ବାବୁ ବେଖାତିର କରୁଥିବା ଅଭିଯୋଗ ହୋଇଛି । ନିରାମୟ କେନ୍ଦ୍ରରୁ ଔଷଧ ନ ଆଣି ବାହାରୁ ଆଣିବାକୁ ସାଦା କାଗଜରେ ଲେଖା ଦେଉଛନ୍ତି ଡାକ୍ତର । ଏହି ଖବର ସାମ୍ନାକୁ ଆସିବା ପରେ ମେଡିସିନ ରିପ୍ରେଜେନଟିଭ ଓ ଡାକ୍ତରଙ୍କ ମଧ୍ୟରେ ମଧୂଚନ୍ଦ୍ରିକା ଚାଲିଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । ତେବେ ଜଣେ ରୋଗୀ ଓ ଡାକ୍ତରଙ୍କ ମଧ୍ୟରେ ହୋଇଥିବା ଯୁକ୍ତିତର୍କର କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏହି ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଚନ୍ଦନପୁର ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ରରେ ।

5T ପୋଲ ଖୋଲିଲେ ଡାକ୍ତର, ସାଦା କାଗଜରେ ଲେଖୁଛନ୍ତି ପ୍ରେସକ୍ରିପସନ

ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ଏମିତି କି ଡାକ୍ତରମାନେ ନିୟମିତ କାର୍ଯ୍ୟରେ ଯୋଗ ମଧ୍ୟ ଦେଉନାହାଁନ୍ତି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେବା ସହ ଆଖପାଖ ଅଞ୍ଚଳରୁ ଅସୁଥିବା ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡାକ୍ତରଖାନାରେ ଥିବା ନିରାମୟ କେନ୍ଦ୍ର ଅଧିକାଂଶ ସମୟରେ ବନ୍ଦ ରହୁଥିବାରୁ ରୋଗୀଙ୍କୁ ବାହାରୁ ମେଡିସିନ କ୍ରୟ କରିବାକୁ ପଡୁଛି ।

ଡାକ୍ତରଖାନାରେ ରୋଗୀଙ୍କୁ କିଭଳି ଶୋଷଣ କରାଯାଉଛି । ତାହା ହାଟରେ ପଡି ଦାଣ୍ଡରେ ଗଡୁଛି। ତେବେ ଅପେକ୍ଷା ସରକାରଙ୍କ 5T ଯୋଜନା କେବେ କାର୍ଯ୍ୟକାରୀ ହେଉଛି ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ମେଡ଼ିକାଲ ରୋଗୀ ଶୋଷଣ କେନ୍ଦ୍ର exclusive

Body:vo1,, ସରକାରୀ ଚିକିତ୍ସା ଲୟ ପାଲଟିଛି ରୋଗୀ ଶୋଷଣ ର ପ୍ରମୁଖ କେନ୍ଦ୍ର। ସବୁ ନୀତି ନିୟମ ଉଲଂଘନ କରି ଡାକ୍ତର ବାବୁ ନିରା ମୟ କେନ୍ଦ୍ର ରୁ ମେଡ଼ିସିନ ଆଣିବା ପରିବର୍ତେ ବାହାର ଦୋକାନ ରୁ ଔଷଧ ଆଣିବାକୁ ରୋଗୀ ଙ୍କୁ ଦେଉ ଛନ୍ତି ନିର୍ଦେଶ। ପୁରୀ ଚନ୍ଦନ ପୁର ଚିକିତ୍ସା ଲୟ ରେ ଚାଲିଛି ଏହି କାରନାମା । ଦେଖନ୍ତୁ ଏହି ଭିଡିଓ କୁ । ଯାହାକି ଏବେ ସୋସିଆଲ ମିଡିଆ ରେ ଭାଇରାଲ ହୋଇଛି। କୀଭଳି ଡାକ୍ତର ପ୍ରଶାନ୍ତ ପ୍ରଧାନ ରୋଗୀ ଙ୍କୁ ନିରାମୟ ଔଷଧ କେନ୍ଦ୍ର ବଦଳ ରେ ବାହାର ଔଷଧ ଦୋକାନ ରୁ ଔଷଧ ଆଣିବାକୁ ଏକ କାଗଜ ଲେଖୁ ଛନ୍ତି। ଅଭିଯୋଗ ହୋଇଛି ଯେ ପୁରୀ ଚନ୍ଦନ ପୁର ସରକାରୀ ଚିକିତ୍ସିଲୟ ରେ ଡାକ୍ତର ବାବୁ ମାନେ ଏଭଳି ଦୀର୍ଘ ବର୍ଷ ହେବ କରି ଆସୁଛନ୍ତି। ମେଡ଼ିସିନ ରୀପ୍ରେଜେନଟିଭ ଙ୍କ ଠାରୁ ମୋଟା ଅଙ୍କର କମିଶନ ପାଉଥିବା ହେତୁ ଚନ୍ଦନ ପୁର ଚିକିତ୍ସା ଲୟ ର ଡାକ୍ତର ମାନେ ଏଭଳି ରୋଗୀ ଙ୍କୁ ଶୋଷଣ କରୁଛନ୍ତି।

ବାଇଟ,, 1,, ହିମାଂଶୁ ପଣ୍ଡା ,, ଚନ୍ଦନ ପୁର ବାସିନ୍ଦା
ବାଇଟ,, 2,, ଦିବାକର ବାରିକ , ସମାଜସେବୀ

vo2,, କେଵଳ ସେତକି ନୁହେଁ ଅଭିଯୋଗ ହୋଇଛି ଚନ୍ଦନ ପୁର ସ୍ୱାସ୍ତ୍ୟ କେନ୍ଦ୍ର ରେ ସ୍ୱାସ୍ତ୍ୟ ଅବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ଡାକ୍ତର ମାମେ ନିୟମିତ ଡ୍ୟୁଟି ରେ ଆସୁ ନାହାନ୍ତି। ଏଥି ଯୋଗୁ ବୋହୁ ଦୂର ଦୁରନ୍ତ ରୁ ଆସୁଥିବା ରୋଗୀ ନାହିଁ ନ ଥିବା ଅବସ୍ଥା ଭୋଗୁଛନ୍ତି। ସେହିପରି ହସ୍ପିଟାଲରେ ଥିବା ନିରାମୟ ମେଡ଼ିସିନ କେନ୍ଦ୍ର ଟି କେବଳ ସକାଳ 8 ଟା ରୁ 12 ଟା ଓ ଏବଂ ଦିନ 3 ଟା ରୁ 5 ଟା ଯାଏଁ ଖୋଲୁଛି। ଅଧିକାଂଶ ସମୟରେ ନିରାମୟ କେନ୍ଦ୍ର ବନ୍ଦ ରହିବା ଯୋଗୁ ଗରିବ ରୋଗୀ ମାନେ ମାଗଣା ରେ ମେଡ଼ିସିନ ପାଇବା ରେ ବଂଚିତ ହେଉଛନ୍ତି। ତେବେ ରୋଗୀ ଶୋଷଣ ଭିଯୁଆଲ ସାମ୍ନାକୁ ଆସିବା ପରେ ବି ଡାକ୍ତର ବାବୁଙ୍କ ମୁହଁ ଫୁଟାଣି କିନ୍ତୁ କମ ନୁହେ। ସବୁ କିଛି ଠିକ ଚାଲିଛି କେବଳ କିଛି ବ୍ୟକ୍ତି ମେଡ଼ିକାଲ କୁ ବଦନାମ କରିବା ପାଇଁ ଏହି ଭଳି ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆ ରେ ଛାଡି ଥିବା ଡାକ୍ତର ବାବୁ ସଫେଇ ଦେଇ ଛନ୍ତି।

ବାଇଟ,,3, ପ୍ରଶାନ୍ତ ପ୍ରଧାନ ,, ଡାକ୍ତର , ଚନ୍ଦନ ପୁର ମେଡିକାଲ

fvo,, ପୁରୀ ର ଚନ୍ଦନ ପୁର ମେଡ଼ିକାଲ ରେ କୀଭଳି ରୋଗୀ ଙ୍କୁ ଶୋଷଣ ଚାଲିଛି ତାହା ହାଟରେ ପଡି ଦାଣ୍ଡ ରେ ଗଡୁଛି। ତେବେ ରାଜ୍ୟ ସରକାର ଙ୍କ 5 t ଚନ୍ଦନ ପୁର ହସ୍ପିଟାଲରେ କେବେ କାର୍ଯ୍ୟକାରୀ ସରକାର କରୁଛନ୍ତି ତାକୁ ଅପେକ୍ଷା

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Conclusion:
Last Updated : Jan 22, 2020, 8:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.