ETV Bharat / city

ରଥରେ ଲାଗିଲା କଳସ, ଉଠିଲା ଓଲଟ ଶୁଆ - ଗୁଣ୍ଡିଚାଯାତ୍ରା

ପୁରୀ ରଥଖଳାରେ ତିନି ରଥରେ କଳସ, ଓଲଟ ଶୁଆ ଏବଂ ଅଁଳା ଉଠିବା କାର୍ଯ୍ୟ ଶେଷ ହୋଇଛି । ଅଧିକ ପଢ଼ନ୍ତୁ...

Chariot making in puri ratha khala, fitting work of kalasa and olata sua,  ratha yatra, kalasa and olata sua,  କଳସ, ଓଲଟ ଶୁଆ, ଅଁଳା, ରଥଖଳା, ରଥଯାତ୍ରା, ଗୁଣ୍ଡିଚାଯାତ୍ରା, ରଥ ନିର୍ମାଣ କାର୍ଯ୍ୟ
ରଥରେ ଲାଗିଲା କଳସ ଉଠିଲା ଓଲଟ ଶୁଆ
author img

By

Published : Jul 5, 2021, 10:56 PM IST

ପୁରୀ: ତିନି ରଥରେ କଳସ, ଓଲଟ ଶୁଆ ଏବଂ ଅଁଳା ଉଠିବା କାର୍ଯ୍ୟ ଶେଷ ହୋଇଛି । ତିନିରଥର କଳସ, ଓଲଟ ଶୁଆ ରଥରେ ଫିଟିଙ୍ଗ ହୋଇ ନଥିବା ହେତୁ ତିନି ରଥର ଦକ୍ଷିଣ ପଶ୍ଚିମ କୋଣର ମଣ୍ଡଣି ବତା ପଡି ନଥିଲା । ତେବେ ତିନିରଥରେ କଳସ, ଓଲଟ ଶୁଆ ସଂଯୋଗ ହେବାପରେ ତିନିରଥର ଦକ୍ଷିଣ, ପଶ୍ଚିମ କୋଣର ତିନୋଟି ଲେଖାଁଏ ମଣ୍ଡଣି ବତା ପଡ଼ିଛି ।

Chariot making in puri ratha khala, fitting work of kalasa and olata sua,  ratha yatra, kalasa and olata sua,  କଳସ, ଓଲଟ ଶୁଆ, ଅଁଳା, ରଥଖଳା, ରଥଯାତ୍ରା, ଗୁଣ୍ଡିଚାଯାତ୍ରା, ରଥ ନିର୍ମାଣ କାର୍ଯ୍ୟ
ରଥରେ ଲାଗିଲା କଳସ ଉଠିଲା ଓଲଟ ଶୁଆ
Chariot making in puri ratha khala, fitting work of kalasa and olata sua,  ratha yatra, kalasa and olata sua,  କଳସ, ଓଲଟ ଶୁଆ, ଅଁଳା, ରଥଖଳା, ରଥଯାତ୍ରା, ଗୁଣ୍ଡିଚାଯାତ୍ରା, ରଥ ନିର୍ମାଣ କାର୍ଯ୍ୟ
ରଥରେ ଲାଗିଲା କଳସ ଉଠିଲା ଓଲଟ ଶୁଆ

ଏହାସହ ତିନିରଥର ତିନିପାର୍ଶ୍ବରେ ୨୭ ଗୋଟି ଶିଖର ଡମ୍ବରୁ ଲାଗିବା ପରେ ପାର୍ଶ୍ବ ଦେବଦେବୀ ମାନଙ୍କୁ ସେଥିରେ ସଂଯୋଗ କରାଯାଇଅଛି। ସେହିପରି ତିନିରଥ କନକମୁଣ୍ଡିର ପିତ୍ତଳ ସଜ ଗୁଡିକ ସଫା କାର୍ଯ୍ୟ ଆରମ୍ଭ ହୋଇଛି। ଚିତ୍ର କାର ସେବକ ମାନେ ପ୍ରଭା ଗୁଡିକର ରୂପ ଖୋଦେଇ ଅଂଶରେ ରଙ୍ଗ ଚିତ୍ର କାର୍ଯ୍ୟର ଶେଷସ୍ପର୍ଶ ଦେଉଛନ୍ତି ।

ରଥର ଘୋଡ଼ା ଗୁଡିକର ରଙ୍ଗ କାର୍ଯ୍ୟ ସହ ରଥ ଗୁଡ଼ିକର ବିଭିନ୍ନ ଅଂଶରେ ରଙ୍ଗକାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦରଜୀ ସେବକ ମାନେ ରଥ ତ୍ରୟର ଦୁଆର ବେଢା ଗୁଡିକର କଟିଙ୍ଗ ପରେ ସେଥିରେ ଜରି ଲେସ ଲଗାଇବା କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅନ୍ୟପଟେ ଦୋଳବେଦୀ ଅସ୍ଥାୟୀ କମାରଶାଳରେ ଓଝା ସେବକ ମାନେ ଚାରହଣା ପାଇଁ ୩ ଗୋଟି କୁରାଢ଼ୀ, ସାରଥୀଙ୍କ ପାଇଁ ୧୨ ଟି ବାଗିଆ କଣ୍ଟା ନିର୍ମାଣ ସହ, କଳସ, ଶୁଆ ସଂଯୋଗ ପାଇଁ କଳସ କଣ୍ଟା, ଶୁଆ କଣ୍ଟା କଳସ ବଳୟ ବାଗିଆ କଣ୍ଟା ଏବଂ ନଦା କଣ୍ଟା ନିର୍ମାଣ ସାରି ତିନି ରଥର ଭୋଇ ସେବକ ଓ ମହାରଣା ସେବକମାନଙ୍କୁ ଯୋଗାଇ ଥିଲେ । ଏଥି ସହ ନନ୍ଦିଘୋଷ ରଥର ବେଦି ସିଂହାସନ ଚାରି ପାର୍ଶ୍ବରେ ଗାଇ ଗୋଠ ଚିତ୍ର ସହ ଚାରିନାହାକାରେ ରଙ୍ଗ କାର୍ଯ୍ୟ ଶେଷ ହୋଇଛି।

ରଥର ଘୋଡ଼ା ଗୁଡିକର ରଙ୍ଗ କାର୍ଯ୍ୟ

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.