ETV Bharat / city

ପୁରୀ ହାଜତ ମୃତ୍ୟୁ ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବି - ହାଜତ ମୃତ୍ୟୁ ଘଟଣା

ପୁରୀ ବାସେଳି ସାହି ଥାନା ହାଜତ ମୃତ୍ୟୁ ଘଟଣା । ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ ଘଟଣାରେ ସିବିଆଇ ତଦନ୍ତ ଦାବି କରାଯାଇଛି । ଅଧିକ ପଢନ୍ତୁ..

ପୁରୀ ହାଜତ ମୃତ୍ୟୁ ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବି

author img

By

Published : Nov 24, 2020, 8:10 AM IST

ପୁରୀ : ହାଜତ ମୃତ୍ୟୁ ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବି । ପୋଲିସର କାର୍ଯ୍ୟଶୈଳୀ ଉପରେ ତଦନ୍ତ ଦାବି କରିଛନ୍ତି ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ । ଏହି ଘଟଣାରେ ଦୋଷୀ ପୋଲିସ ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଏସଡିଜେମଙ୍କ କୋର୍ଟର ଦ୍ବାରସ୍ତ ହୋଇ ସିବିଆଇ ଦାବି କରିଛନ୍ତି ।

ହାଜତ ମୃତ୍ୟୁ ପ୍ରସଙ୍ଗରେ ପୁରୀରର ବିଭିନ୍ନ ସଙ୍ଗଠନ ତ୍ରୀବ ଅସନ୍ତୋଷ ପ୍ରକାଶ କରୁଛନ୍ତି । ସୋମବାର ଜିଲ୍ଲା ଯୁବ ଅଧିବକ୍ତା ସଂଘ ମଧ୍ୟ ସଠିକ ତଦନ୍ତ ସହ 302 ଦଫାରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବାକୁ ସଙ୍ଗଠନ ପକ୍ଷରୁ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରାଯାଇଛି । ଅପରାଧ ଦମନ ନାଁ ରେ ପୋଲିସ ଗୁଣ୍ଡାଗିରିକୁ ତୀବ୍ର ବିରୋଧ କରିଛି ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଙ୍ଘ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.