ETV Bharat / city

ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟଙ୍କ ଆରୋଗ୍ୟ କାମନା କରି ସମୂହ ଦୀପ ଦାନ - Brahmagiri people offer candel at alarnath temple

କୋରୋନାରୁ ସଞ୍ଜୟଙ୍କ ଆରୋଗ୍ୟ କାମନା କରି ସମୂହ ଦୀପଦାନ । ସଞ୍ଜୟ ଦାସବର୍ମାଙ୍କ ମହାମାରୀ କୋରୋନାରୁ ଆରୋଗ୍ୟ କାମନା କରି ଅଲାରନାଥଙ୍କ ନିକଟରେ ସମୂହ ଦୀପ ଦାନ କରାଯାଇଛି । ଅଧିକ ପଢନ୍ତୁ...

Brahmagiri people  offer candel at alarnath temple praying good health for snjaya das barma
କୋରୋନାରୁ ସଞ୍ଜୟଙ୍କ ଆରୋଗ୍ୟ କାମନା କରି ସମୂହ ଦ୍ୱୀପ ଦାନ
author img

By

Published : Sep 26, 2020, 6:53 AM IST

ବ୍ରହ୍ମଗିରି: କୋରୋନାରୁ ସଞ୍ଜୟଙ୍କ ଆରୋଗ୍ୟ କାମନା କରି ସମୂହ ଦୀପ ଦାନ । ସଞ୍ଜୟ ଦାସବର୍ମାଙ୍କ ମହାମାରୀ କୋରୋନାରୁ ଆରୋଗ୍ୟ କାମନା କରି ଅଲାରନାଥଙ୍କ ନିକଟରେ ସମୂହ ଦୀପ ଦାନ କରାଯାଇଛି ।

କୋରୋନାରୁ ସଞ୍ଜୟଙ୍କ ଆରୋଗ୍ୟ କାମନା କରି ସମୂହ ଦ୍ୱୀପ ଦାନ
ବ୍ରହ୍ମଗିରିର ପୂର୍ବତନ ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡ଼ର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ମହାମାରୀ କୋରୋନାରେ ଆକ୍ରାନ୍ତ ଖବର ପ୍ରଚାରିତ ହେବା ପରେ ବ୍ରହ୍ମଗିରିର ସଞ୍ଜୟ ପ୍ରେମୀମାନେ ଦୁଃଖ ପ୍ରକାଶ କରିବା ସହ ତାଙ୍କ ଆରୋଗ୍ୟ କାମନା କରି ପ୍ରଭୁ ଅଲାରନାଥଙ୍କ ନିକଟରେ ସମୂହ ଦୀପ ଦାନ କରିଥିଲେ ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.